Tuesday, March 17, 2026
33.3 C
Odisha

    ଅଧିକ ବିକଟାଳ ଶବ୍ଦ କରୁଥିବା ବୁଲେଟକୁ ସିଜ୍ କରୁଛି ପୋଲିସ

    ଆଗକୁ ପଢନ୍ତୁ

    ବୁଲେଟ ରାଜାଙ୍କ ବେଳା ଖରାପ । ରୋଡ ରୋମିଓ ନିଦ ହଜାଇଲା ଟ୍ରାଫିକ ପୋଲିସ । ରୋଡ଼ ରୋମିଓଙ୍କ ଆକ୍ସନ ପରେ ପୋଲିସର ରିଆକ୍ସନ । ଏଥର ଫାଇନ ନୁହେଁ, ସିଧା କୋର୍ଟରୁ ହେବାକୁ ପଡ଼ିବ ବେଲ । ମୋଡିଫାଏଡ଼ ସାଇଲେନ୍ସର ଗୁଡିକୁ ଖୋଲିଲା ପୋଲିସ । ସ୍ପୀଡ଼ ଡ୍ରାଇଭିଂ,ରଙ୍ଗ୍‌ ଡ୍ରାଇଭ, ଟ୍ରିପଲ ରାଇଡିଂ, ପଲ୍ୟୁସନ, ହେଲମେଟ ନିୟମ ମାନୁନଥିବା ଟ୍ରାଫିକ ଖିଲାପକାରୀଙ୍କ ବିରୋଧରେ ନିଆଯାଇଛି ଆକ୍ସନ । ଜବତ ହୋଇଛି ଶହ ଶହ ସାଇଲେନ୍ସର ପାଇପ । ସେପଟେ ବେଆଇନ ମୋଡିଫାଏଡ଼ ସୋରୁମ ଓ ଦୋକାନ ଉପରେ ମଧ୍ୟ ଖୁବଶୀଘ୍ର ଚଢ଼ାଉ ହେବ ବୋଲି ସୂଚନା ଦେଇଛି କମିଶନରେଟ ପୋଲିସ ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    overcast clouds
    33.3 ° C
    33.3 °
    33.3 °
    24 %
    2.2kmh
    99 %
    Tue
    36 °
    Wed
    37 °
    Thu
    36 °
    Fri
    34 °
    Sat
    34 °

    ସମ୍ବନ୍ଧିତ