Monday, March 16, 2026
24.3 C
Odisha

    ଅନ୍ତର୍ଜାତୀୟ କ୍ରିକେଟରୁ ଅବସର ନେଲେ ଅଶ୍ଵିନ

    ଆଗକୁ ପଢନ୍ତୁ

    ନୂଆଦିଲ୍ଲୀ : ଅନ୍ତର୍ଜାତୀୟ କ୍ରିକେଟରୁ ଅବସର ନେଲେ ଟିମ୍ ଇଣ୍ଡିଆର ଷ୍ଟାର୍ ବୋଲର ରବିଚନ୍ଦ୍ରନ୍ ଅଶ୍ଵିନ। ଅନ୍ତର୍ଜାତୀୟ କ୍ରିକେଟରେ ଅଶ୍ଵିନଙ୍କ ୧୩ ବର୍ଷର ଯାତ୍ରାରେ ପୂର୍ଣ୍ଣଛେଦ ପଡିଛି। ୩୮ ବର୍ଷୀୟ ଅଶ୍ବିନ ଭାରତ ପାଇଁ ସବୁଠାରୁ ଅଧିକ ୱିକେଟ ନେଇଥିବା ଦ୍ବିତୀୟ ବୋଲର। ତାଙ୍କ ନାମରେ ୫୩୭ ଟେଷ୍ଟ ୱିକେଟ ରହିଛି। ଟେଷ୍ଟ କ୍ରିକେଟରେ ଭାରତ ପାଇଁ ସବୁଠାରୁ ଅଧିକ ୫ ଥର ୱିକେଟ ନେଇଥିବା ଭାରତୀୟ ବୋଲର। ଟେଷ୍ଟ କ୍ୟାରିଅରରେ ସେ ୫୦୦ରୁ ଅଧିକ ଓ୍ବିକେଟ୍ ନେଇଛନ୍ତି। ୨୦୧୧ ରେ ଓ୍ବେଷ୍ଟ ଇଣ୍ଡିଜ୍ ବିପକ୍ଷ ଟେଷ୍ଟରେ ଡେବ୍ୟୁ କରିଥିଲେ। ଟେଷ୍ଟରେ ୩୫୦୩ ରନ୍ ସହ ୬ ଶତକ ଓ ୧୪ ଥର ଅର୍ଦ୍ଧଶତକ ଜିତିଥିଲେ। ୨୦୧୦ ଆଇପିଏଲ​‌ରେ ଚେନ୍ନାଇ ସୁପର କିଙ୍ଗ୍ସରେ ଖେଳିଥିଲେ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    broken clouds
    24.3 ° C
    24.3 °
    24.3 °
    44 %
    1.4kmh
    78 %
    Mon
    37 °
    Tue
    38 °
    Wed
    37 °
    Thu
    36 °
    Fri
    35 °

    ସମ୍ବନ୍ଧିତ