Sunday, October 4, 2026
24.3 C
Odisha

    ଆସିଲା ‘ସର୍‌ଜମୀନ୍’ ଟିଜର, ଦୃଷ୍ଟି ଆକର୍ଷଣ କରୁଛି ଇବ୍ରାହିମଙ୍କ ଲୁକ୍

    ଆଗକୁ ପଢନ୍ତୁ

    ମୁମ୍ବାଇ : ଇବ୍ରାହିମ୍‌ ଅଲୀ ଖାନ, କାଜୋଲ ଓ ପୃଥ୍ବୀରାଜ ସୁକୁମାରନଙ୍କ ଅଭିନୀତ ନୂଆ ଚଳଚ୍ଚିତ୍ର ‘ସର୍‌ଜମୀନ୍’ର ଟିଜର ଆଜି ରିଲିଜ୍ ହୋଇଛି। ଏହି ଟିଜରରେ ତିନି କଳାକାରଙ୍କ ଝଲକ୍‌ ଦେଖିବାକୁ ମିଳିଛି। ଚଳଚ୍ଚିତ୍ରର କାହାଣୀ ଦେଶପ୍ରେମ ଏବଂ ଆତଙ୍କବାଦ ସହ ଜଡ଼ିତ ବୋଲି ମନେ ହେଉଛି। ଟିଜରରେ ସରପ୍ରାଇଜ୍‌ ପ୍ୟାକେଜ୍ ଭାବରେ ଇବ୍ରାହିମ ଅଲୀ ଖାନ ନଜର ଆସିଛନ୍ତି। ଟିଜରରେ ଇବ୍ରାହିମ ଜବରଦସ୍ତ ବଡି ଦେଖାଇଛନ୍ତି। ଟିଜର ରିଲିଜ୍ ହେବାମାତ୍ରେ ତାଙ୍କର ଲୁକ୍ ଭାଇରାଲ ହୋଇଛି। ଧର୍ମା ପ୍ରଡକ୍ସନ ବ୍ୟାନରରେ ନିର୍ମିତ ଏହି ଫିଲ୍ମର ନିର୍ଦେଶନା ଭାର ବହନ କରିଛନ୍ତି କାୟୋଜ୍‌ ଇରାନୀ। ଜୁଲାଇ ୨୫ରେ ଜିଓ ହଟ୍‌ଷ୍ଟାରରେ ମୁକ୍ତିଲାଭ କରିବ ‘ସର୍‌ଜମୀନ୍’।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    24.3 ° C
    24.3 °
    24.3 °
    75 %
    1.5kmh
    0 %
    Sun
    24 °
    Mon
    31 °
    Tue
    31 °
    Wed
    31 °
    Thu
    30 °

    ସମ୍ବନ୍ଧିତ