Friday, March 13, 2026
37.7 C
Odisha

    ଅସହ୍ୟ ଗୁଳୁଗୁଳି, ଅଚେତ ହବିଷ୍ୟାଳୀ

    ଆଗକୁ ପଢନ୍ତୁ

    ପୁରୀ: ଅସହ୍ୟ ଗୁଳୁଗୁଳି ଓ ଗରମ ଯୋଗୁ ପୁରୀରେ ସ୍ଥିତି ଅସମ୍ଭାଳ ହୋଇଛି। ଅଧିକାଂଶ ହବିଷ୍ୟାଳୀ ବ୍ରତଧାରୀ ଅସୁସ୍ଥ ହୋଇ ପଡିଛନ୍ତି। କାର୍ତ୍ତିକ ବ୍ରତ କରିବାକୁ ଆସି ଏଭଳି ହନ୍ତସନ୍ତ ହୋଇଛନ୍ତି। ସୂଚନାନୁସାରେ କେନ୍ଦ୍ର ବୃନ୍ଦାବତୀ ନିବାସ ନିକଟରେ ଜଣେ ହବିଷ୍ୟାଳି ଆଚେତ ହୋଇପଡିଛନ୍ତି। ତାଙ୍କୁ ପ୍ରାଥମିକ ଚିକିତ୍ସା ପରେ ଆମ୍ବୁଲାନ୍ସ ଯୋଗେ ହସ୍ପିଟାଲରେ ଭର୍ତ୍ତ କରାଯାଇଛି। ଡାକ୍ତରମାନେ ଚିକିତ୍ସା କରୁଛନ୍ତି। ତେଣୁ ରାଜ୍ୟ ସରକାରଙ୍କ ପକ୍ଷରୁ ତୁରନ୍ତ ଜରୁରୀ ବ୍ୟବସ୍ଥା କରିବା ଦରକାର ବୋଲି ଦାବି ହୋଇଛି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    37.7 ° C
    37.7 °
    37.7 °
    7 %
    4.1kmh
    1 %
    Fri
    37 °
    Sat
    39 °
    Sun
    39 °
    Mon
    39 °
    Tue
    38 °

    ସମ୍ବନ୍ଧିତ