Wednesday, July 22, 2026
23.3 C
Odisha

    ଭାରସାମ୍ୟ ହରାଇ ୨୦ଫୁଟ ତଳକୁ ଖସି ପୋଖରୀରେ ପଶିଲା ଗାଡ଼ି, ୩ ଗୁରୁତର

    ଆଗକୁ ପଢନ୍ତୁ

    ସୋରଡା : ଭାରସାମ୍ୟ ହରାଇ ୨୦ଫୁଟ ତଳକୁ ଖସି ପୋଖରୀରେ ପଶିଲା ଗାଡ଼ି । ୩ ଗୁରୁତର। ଗଞ୍ଜାମ ଜିଲ୍ଲା ସୋରଡ଼ା ଥାନା ନୂଆଗଡ଼ ଗାଁ ପୋଖରୀ ଭିତରକୁ ଭାରସାମ୍ୟ ହରାଇ ପଶିଲା ଏକ ଟ୍ରାଭେଲ୍ସ ଗାଡ଼ି । ୧୮ ଜଣ ଶ୍ରମିକଙ୍କୁ ନେଇ ବାଲିଗୁଡ଼ାରୁ ଆସିକା ଯାଉଥିଲା ଏହି ଟ୍ରାଭେଲ୍ସ ଗାଡ଼ି । ନୂଆଗଡ଼ର ସ୍କୁଲ ନିକଟ ଟର୍ଣ୍ଣିଂରେ ଭୋର ୩ଟା ବେଳକୁ ଭାରସାମ୍ୟ ହରାଇ ଗାଡ଼ିଟି ପୋଖରୀକୁ ଖସି ପଡ଼ିଥିଲା । ଦୁର୍ଘଟଣାରେ ସମସ୍ତ ୧୮ ଜଣ ଶ୍ରମିକଙ୍କୁ ଉଦ୍ଧାର କରାଯାଇଛି । ୩ ଜଣ ଗୁରୁତରଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଛି । ଘଟଣାସ୍ଥଳରେ ପୋଲିସ ତଦନ୍ତ କରିଛି ।

     

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    overcast clouds
    23.3 ° C
    23.3 °
    23.3 °
    96 %
    2.9kmh
    100 %
    Wed
    25 °
    Thu
    27 °
    Fri
    28 °
    Sat
    30 °
    Sun
    31 °

    ସମ୍ବନ୍ଧିତ