Friday, March 13, 2026
37.7 C
Odisha

    ଆକାଶରୁ ନିଆଁ ବର୍ଷା : ବାରିପଦାରେ ୪୬.୪

    ଆଗକୁ ପଢନ୍ତୁ

    ତତଲା ତାୱାରେ ଭାଜି ହେଉଛି ସାରା ରାଜ୍ୟ। ଘର ବାହାରେ ମୁଣ୍ଡଫଟା ଖରା; ଭିତରେ ପ୍ରବଳ ଗରମ, ଗୁଳୁଗୁଳି। କାନ୍ଥ, ଛାତ, ଶେଯ ସବୁ ତାତି ଯାଉଛି। ଫ୍ୟାନ୍‌ ତ ଦୂରର କଥା, କୁଲର୍‌ ବି କାମ କରୁନି। ନିଆଁ ହୁଳା ଭଳି ସେଥିରୁ ବାହାରୁଥିବା ଗମଗମ ପବନ ଦେହମୁଣ୍ଡକୁ ଅଥୟ କରିପକାଉଛି। ତେଣୁ ଶାନ୍ତିରେ ନା ବସି ହେଉଛି ନା ଟିକିଏ ଶୋଇ ହେଉଛି। ଏଭଳି ସ୍ଥିତି ଆଜିବି ପୂରା ରାଜ୍ୟବାସୀଙ୍କୁ ନାକରେ କନ୍ଦାଇଛି। ଆଞ୍ଚଳିକ ପାଣିପାଗ କେନ୍ଦ୍ରର ସୂଚନା ଅନୁଯାୟୀ ମଙ୍ଗଳବାର ରାଜ୍ୟର ୧୫ଟି ସହରରେ ତାପମାତ୍ରା ୪୪ଡ଼ିଗ୍ରି କିମ୍ବା ତାଠାରୁ ଅଧିକ ରେକର୍ଡ ହୋଇଛି, ଏଥି ସହିତ ରାଜ୍ୟର ୨୯ଟି ସହରରେ ତାପମାତ୍ରା ୪୨ଡ଼ିଗ୍ରି କିମ୍ବା ତାଠାରୁ ଅଧିକ ରେକର୍ଡ କରାଯାଇଛି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    37.7 ° C
    37.7 °
    37.7 °
    7 %
    4.1kmh
    1 %
    Fri
    37 °
    Sat
    39 °
    Sun
    39 °
    Mon
    39 °
    Tue
    38 °

    ସମ୍ବନ୍ଧିତ