Wednesday, March 4, 2026
19.6 C
Odisha

    ଇତିହାସ ରଚିଲା ତୁର୍କୀ ନିର୍ମିତ ଡ୍ରୋନ୍, ବିଶ୍ୱର ପ୍ରଥମ ଦେଶ ଭାବେ ତୁର୍କୀକୁ ସଫଳତା

    ଆଗକୁ ପଢନ୍ତୁ

     

    ଏବେ ମାନବବିହୀନ ଲଢୁଆ ବିମାନ ଆକାଶରେ ନିଜର ପ୍ରାଧାନ୍ୟ ବିସ୍ତାର କରିବେ ।  ‘କିଜିଲେଲ୍ମା’ର ବେଗ ଶବ୍ଦର ବେଗ ଠାରୁ ଅଧିକ ରହିଥିବା ବେଳେ ଏହା ରାଡାର୍ ରେ ସହଜରେ ଧରାପଡିବ ନାହିଁ ।  ଏହି ପରୀକ୍ଷଣ ସହ ତୁର୍କୀ ବିଶ୍ୱର ଅନ୍ୟ ଶକ୍ତିଶାଳୀ ଦେଶମାନଙ୍କୁ ପଛରେ ପକାଇ ଡ୍ରୋନ୍ ଟେକ୍ନୋଲୋଜିରେ ଆଗୁଆ ହୋଇପାରିଛି ।

     

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    19.6 ° C
    19.6 °
    19.6 °
    29 %
    1.2kmh
    0 %
    Wed
    35 °
    Thu
    37 °
    Fri
    37 °
    Sat
    38 °
    Sun
    36 °

    ସମ୍ବନ୍ଧିତ