ଖବରରାଜ୍ୟ ଏସ୍ସିବିରେ ବଡ଼ ଅଘଟଣ: ହଠାତ୍ ଭାଙ୍ଗିଲା ନିର୍ମାଣ କାର୍ଯ୍ୟରେ ଲାଗିଥିବା କ୍ରେନ୍, ୩ ଗୁରୁତର By Sidharth August 9, 2024 7 0 ଆଗକୁ ପଢନ୍ତୁ Sidharth କଟକ ଏସ୍ସିବି ସଂପ୍ରସାରଣ କାମ ବେଳେ ବଡ଼ ଅଘଟଣ ଘଟିଛି। ଏସ୍ସିବି ନିର୍ମାଣ କାର୍ଯ୍ୟରେ ଲାଗିଥିବା କ୍ରେନ୍ ଭାଙ୍ଗିପଡ଼ିଛି। ଏଥିରେ ୩ ଶ୍ରମିକ ଗୁରୁତର ହୋଇଛନ୍ତି। ସେମାନଙ୍କୁ ଗୁରୁତର ଏସ୍ସିବି ମେଡିକାଲ କାଜୁଆଲଟିରେ ଭର୍ତ୍ତି କରାଯାଇଛି। ସେମାନଙ୍କ ପରିଚୟ ମିଳିପାରି ନାହିଁ। Continue Reading ଖବରରାଜ୍ୟ Share FacebookTwitterPinterestWhatsApp Previous articleନୀରଜ ଚୋପ୍ରାଙ୍କୁ ମିଳିବ ସ୍ବର୍ଣ୍ଣ ପଦକ? ଆର୍ଶାଦ ନାଦିମଙ୍କ ହେଲା ଡୋପ ଟେଷ୍ଟNext articleଶଙ୍କରାଚାର୍ଯ୍ୟଙ୍କୁ ଭେଟିଲେ ମୋହନ ଭାଗବତ ଅନ୍ୟାନ୍ୟ ଖବର ଯୌତୁକ ପାଇଁ ଚାଲିଗଲା ନବବଧୂଙ୍କ ଜୀବନ ! ବଡ଼ ପରଦାକୁ ଫେରୁଛନ୍ତୁ ସୀତାରାମ୍ ଅଗ୍ରୱାଲ୍ ଭାରତରେ ତିଆରି ହେବ ଷ୍ଟିଲ୍ଥ ଯୁଦ୍ଧ ବିମାନ ଇଞ୍ଜିନ ଜିନ୍ଦର ଷ୍ଟିଲ କାରଖାନାରେ ଅଘଟଣ: ଗ୍ୟାସ ବିସ୍ଫୋରଣରେ ୯ ଶ୍ରମିକ ଗୁରୁତର ଶ୍ରୀଲଙ୍କା ପ୍ରତିନିଧିଙ୍କ ସହ ଆଲୋଚନା କଲେ କିଟ୍ ଓ କିସ୍ ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତ ପାଣିପାଗ Odisha overcast clouds enter location 24.9 ° C 24.9 ° 24.9 ° 90 % 0.5kmh 87 % Sat 33 ° Sun 31 ° Mon 33 ° Tue 32 ° Wed 29 ° ସମ୍ବନ୍ଧିତ ବଡ଼ ପରଦାକୁ ଫେରୁଛନ୍ତୁ ସୀତାରାମ୍ ଅଗ୍ରୱାଲ୍ ଭାରତରେ ତିଆରି ହେବ ଷ୍ଟିଲ୍ଥ ଯୁଦ୍ଧ ବିମାନ ଇଞ୍ଜିନ ଜିନ୍ଦର ଷ୍ଟିଲ କାରଖାନାରେ ଅଘଟଣ: ଗ୍ୟାସ ବିସ୍ଫୋରଣରେ ୯ ଶ୍ରମିକ ଗୁରୁତର ଶ୍ରୀଲଙ୍କା ପ୍ରତିନିଧିଙ୍କ ସହ ଆଲୋଚନା କଲେ କିଟ୍ ଓ କିସ୍ ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତ