Sunday, June 23, 2024
31.1 C
Odisha

    ଓଡ଼ିଶାରେ ଏହି ତାରିଖରେ ହେବ ଭୋଟ ଗ୍ରହଣ

    ଆଗକୁ ପଢନ୍ତୁ

    ଭୁବନେଶ୍ୱର:ଭାରତର ନିର୍ବାଚନ କମିଶନ କରିଛନ୍ତି ନିର୍ବାଚନ ତାରିଖ ଘୋଷଣା । ଓଡ଼ିଶାରେ ୪ ପର୍ଯ୍ୟାୟରେ ହେବ ଭୋଟ ଗ୍ରହଣ । ମେ’ ୧୩, ମେ’ ୨୦, ମେ’ ୨୫ ଓ ଜୁନ୍ ୧ରେରେ ଓଡ଼ିଶାରେ ହେବ ଭୋଟ ଗ୍ରହଣ । ଜୁନ୍ ୪ ତାରିଖରେ ସାରା ଦେଶରେ ହେବ ଭୋଟ ଗଣତି ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    scattered clouds
    31.1 ° C
    31.1 °
    31.1 °
    65 %
    1.3kmh
    36 %
    Sun
    35 °
    Mon
    35 °
    Tue
    35 °
    Wed
    36 °
    Thu
    32 °

    ସମ୍ବନ୍ଧିତ