Thursday, March 12, 2026
36.2 C
Odisha

    କଟକରେ ମୋବାଇଲ କ୍ଷୀର ଟ୍ୟାଙ୍କର ଯାଞ୍ଚ, କ୍ଷୀର ସହ ପନିର ଯାଞ୍ଚ

    ଆଗକୁ ପଢନ୍ତୁ

    କଟକ   :    କଟକରେ ମୋବାଇଲ କ୍ଷୀର ଟ୍ୟାଙ୍କର ଯାଞ୍ଚ । CMC ସ୍ବାସ୍ଥ୍ୟ ବିଭାଗ ଟିମ୍‌ ପକ୍ଷରୁ ମଙ୍ଗଳବାର କଟକ ବିଡ଼ାନାସୀ ଅଞ୍ଚଳରେ ବଡ଼ ଧରଣର ଚଢାଉ କରାଯାଇଛି। କ୍ଷୀରରେ ଅପମିଶ୍ରଣ ଅଭିଯୋଗ ପରେ ଏହି ଚଢାଉ କରାଯାଇଛି। ଚଢାଉ ବେଳେ ଅଧିକାରୀମାନେ ମୋବାଇଲ ଭ୍ୟାନ୍‌ରେ ଆସୁଥିବା କ୍ଷୀର ସହ ସମସ୍ତ ଦୁଗ୍ଧଜାତୀୟ ଖାଦ୍ୟର ଯାଞ୍ଚ କରିଛନ୍ତି।  କଟକ ବିଭିନ୍ନ କ୍ଷୀର ବିତରକ କାଉଣ୍ଟର ଓ କିଛି ଗୋପାଳନ କରୁଥିବା ବ୍ୟକ୍ତିଙ୍କ ଗାଈ ଗୁହାଳକୁ ଯାଇ ଯାଞ୍ଚ କରିଛି ଟିମ୍ ।  କ୍ଷୀର ସହିତ ପନିର ଗୁଣବତ୍ତା ଯାଞ୍ଚ ହୋଇଛି । ଯାଞ୍ଚ ବେଳେ ସିଏମ୍ ସି ସ୍ବାସ୍ଥ୍ୟ ଅଧିକାରୀ ଉପସ୍ଥିତ ଥିଲେ ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    36.2 ° C
    36.2 °
    36.2 °
    8 %
    3.9kmh
    0 %
    Thu
    37 °
    Fri
    39 °
    Sat
    40 °
    Sun
    40 °
    Mon
    38 °

    ସମ୍ବନ୍ଧିତ