Saturday, August 22, 2026
24.3 C
Odisha

    ଟ୍ୟାଙ୍କରକୁ ପିଟିଲା ବୋଲେରୋ, ୩ ମୃତ ଓ ୨ ଗୁରୁତର

    ଆଗକୁ ପଢନ୍ତୁ

    କଟକ  : କଟକ ଟାଙ୍ଗୀରେ ଭୟଙ୍କର ଦୁର୍ଘଟଣା ଘଟିଛି।  ଟ୍ୟାଙ୍କରକୁ ପିଟିଲା ବୋଲେରୋ ।  ୩ ମୃତ, ୨ ଗୁରୁତର ।  ସମସ୍ତଙ୍କୁ କଟକ SCBରେ ଭର୍ତ୍ତି କରାଯାଇଛି ।  ମୃତକଙ୍କ ମଧ୍ୟରେ ଡ୍ରାଇଭର ସମେତ ଦୁଇ ଜଣ ପୁରୁଷ ଅଛନ୍ତି ।  କଟରରେ କାଟି ମୃତଦେହ ବାହାର କଲେ ଅଗ୍ନିଶମ ବାହିନୀ । ବର୍ତ୍ତମାନ ପର୍ଯ୍ୟନ୍ତ ମୃତକଙ୍କ ପରିଚୟ ମିଳିପାରିନାହିଁ । ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରୁଛି ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    light rain
    24.3 ° C
    24.3 °
    24.3 °
    96 %
    1.3kmh
    100 %
    Sat
    26 °
    Sun
    29 °
    Mon
    29 °
    Tue
    28 °
    Wed
    30 °

    ସମ୍ବନ୍ଧିତ