Saturday, July 27, 2024
24.6 C
Odisha

    କେଜ୍ରିୱାଲଙ୍କୁ ଝଟକା : ଆତଙ୍କୀ ସଙ୍ଗଠନ ଠାରୁ ଚାନ୍ଦା ନେବା ଘଟଣାରେ ତଦନ୍ତ ନିର୍ଦ୍ଦେଶ ଦେଲେ ଉପରାଜ୍ୟପାଳ

    ଆଗକୁ ପଢନ୍ତୁ

    ବଢିଲା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ତଥା ଆମ ଆଦମୀ ପାର୍ଟି ମୁଖ୍ୟ ଅରବିନ୍ଦ କେଜ୍ରିୱାଲଙ୍କ ଅଡୁଆ । ମଦ ଦୁର୍ନୀତି ମାମଲାରେ ସେ ଏବେ ତିହାର ଜେଲରେ ରହିିଥିବା ବେଳେ ଏବେ ପ୍ରତିବନ୍ଧିତ ଆତଙ୍କୀ ସଂଗଠନ ଶିଖ ଫର ଜଷ୍ଟିସ ନିକଟରୁ ରାଜନୈତିକ ଚାନ୍ଦା ନେବା ଅଭିଯୋଗ ହୋଇଛି । ଦିଲ୍ଲୀ ଉପରାଜ୍ୟପାଳ ଏହାର ତଦନ୍ତ କରିବା ପାଇଁ ଏନଆଇଏକୁ ଅନୁମତି ଦେଇଛନ୍ତି । ଉପ ରାଜ୍ୟପାଳ ନିକଟକୁ ପତ୍ର ମାଧ୍ୟମରେ ଅଭିଯୋଗ କରାଯାଇଛି । ଏଥିରେ ଚନ୍ଦା କଟ୍ଟର ଖଲିସ୍ତାନୀ ସମର୍ଥକ ଦେବେନ୍ଦ୍ର ପାଲ ଭୁଲ୍ଳାରଙ୍କୁ ମୁକୁଳାଇବା ପାଇଁ ଆପକୁ କୁହାଯାଇଥିଲା । ଏ ବାବଦକୁ ୧୬ ମିଲିୟନ ଡଲାର ଫଣ୍ଡ ମଧ୍ୟ ପ୍ରଦାନ କରାଯାଇଥିଲା । ୱାର୍ଲ୍ଡ ହିନ୍ଦୁ ଫେଡେରେଶନ ଇଣ୍ଡିଆ ନାମକ ଏକ ସଂଗଠନ ଏହି ଅଭିଯୋଗ କରିଛି । ୨୦୧୪ରୁ ୨୦୨୨ ମଧ୍ୟରେ ଏହି ଚାନ୍ଦା ପ୍ରଦାନ କରାଯାଇଥିଲା । ୨୦୧୪ରେ ନ୍ୟୁୟର୍କରେ ଶିଖ ଫର ଜଷ୍ଟିସର ମୂଖ୍ୟ ଗୁରୁପତୱନ୍ତ ସିଂ ପନ୍ନୁଙ୍କ ସହ କେଜ୍ରିୱାଲ ସାକ୍ଷାତ କରିଥିଲେ ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    overcast clouds
    24.6 ° C
    24.6 °
    24.6 °
    94 %
    4.3kmh
    100 %
    Sat
    25 °
    Sun
    29 °
    Mon
    30 °
    Tue
    30 °
    Wed
    28 °

    ସମ୍ବନ୍ଧିତ