Sunday, October 4, 2026
29.6 C
Odisha

    କ୍ୟାପିଟାଲ ହସ୍ପିଟାଲରେ ଝୁଲିପଡିଲେ କର୍ମଚାରୀ

    ଆଗକୁ ପଢନ୍ତୁ

    ଭୁବନେଶ୍ୱର : ସକାଳୁ ସକାଳୁ କ୍ୟାପିଟାଲ ହସ୍ପିଟାଲରୁ ଏକ ଅଘଟଣ ଘଟିଛି। ଏକ୍ସରେ ରୁମରେ ଫ୍ୟାନରେ ଝୁଲିପଡ଼ିଛନ୍ତି ଟେକ୍ନିସିଆନ। କର୍ମଚାରୀଙ୍କୁ ଉଦ୍ଧାର କରି କାଜୁଆଲଟିରେ ଭର୍ତ୍ତି କରାଯାଇଥିଲା। କିନ୍ତୁ ପରେ ଡାକ୍ତର ତାଙ୍କୁ ମୃତ୍ୟୁ ଘୋଷଣା କରିଛନ୍ତି।

    ସୂଚନାନୁଯାୟୀ, ଟେକ୍ନିସିଆନଙ୍କ ଏଭଳି ଅବସ୍ଥା ଦେଖି ତାଙ୍କୁ ଉଦ୍ଧାର କରାଯାଇଥିଲା। ଚିକିତ୍ସା ପରେ ଡାକ୍ତର ଏହି ପ୍ରଭାତ ମହାନ୍ତିଙ୍କୁ ମୃତ ଘୋଷଣା କରିଛନ୍ତି। କର୍ମଚାରୀ ଜଣକ କାହିଁକି ଏଭଳି ନିଷ୍ପତ୍ତି ନେଇଛି ତାହା ଏପର୍ଯ୍ୟନ୍ତ ଅସ୍ପଷ୍ଟ ରହିଛି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    29.6 ° C
    29.6 °
    29.6 °
    53 %
    1.6kmh
    2 %
    Sun
    30 °
    Mon
    30 °
    Tue
    31 °
    Wed
    31 °
    Thu
    30 °

    ସମ୍ବନ୍ଧିତ