Saturday, March 7, 2026
29.5 C
Odisha

    ଗଣେଶ ପୂଜା ଭୋଗ ଖାଇ ୫୦ରୁ ଉର୍ଦ୍ଧ ଗ୍ରାମବାସୀ ଅସୁସ୍ଥ

    ଆଗକୁ ପଢନ୍ତୁ

    ଗଣେଶ ପୂଜା ଭୋଗ ଖାଇ ୫୦ରୁ ଉର୍ଦ୍ଧ ଗ୍ରାମବାସୀ ଝାଡା ବାନ୍ତିରେ ଗୁରୁତର । ଗତ କାଲି ବାଙ୍ଗିରିପୋଷି ବ୍ଲକ ଭୂଆସୁଣୀ ପଞ୍ଚାୟତ ରାୟାଁ ଗାଁ ସ୍କୁଲରେ ଗଣେଶ ପୂଜା ଅନୁଷ୍ଠିତ ହୋଇଥିଲା। ଗଣେଶଙ୍କ ଠାରେ ଲାଗି ହୋଇଥିବା ଚୁଡା ଭୋଗ ଗ୍ରାମବାସୀଙ୍କ ମଧ୍ୟରେ ବୋଣ୍ଟା ହୋଇଥିଲା। ଭୋଗ ଖାଇ ଆଜି ୫୦ରୁ ଉର୍ଦ୍ଧ ଗ୍ରାମବାସୀ ଝାଡା ବାନ୍ତିରେ ଗୁରୁତର ହୋଇପଡ଼ିଥିଲେ। ସମସ୍ତଙ୍କୁ ଆମ୍ବୁଲାନ୍ସ ଯୋଗେ ବାଙ୍ଗିରିପୋଷି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ଅଣା ଯାଇଥିବା ବେଳେ ତାଙ୍କର ଚିକିତ୍ସା ଚାଲିଛି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    few clouds
    29.5 ° C
    29.5 °
    29.5 °
    44 %
    2kmh
    18 %
    Sat
    35 °
    Sun
    36 °
    Mon
    37 °
    Tue
    39 °
    Wed
    39 °

    ସମ୍ବନ୍ଧିତ