Friday, August 7, 2026
25 C
Odisha

    ଭୁବନେଶ୍ୱର ଝାରପଡ଼ା ଜେଲ୍ କ୍ବାର୍ଟରରୁ ମିଳିଲା ଓ୍ବାର୍ଡରଙ୍କ ମୃତଦେହ, ନୟାଗଡ଼ ଜେଲରେ ଥିଲେ କାର୍ଯ୍ୟରତ

    ଆଗକୁ ପଢନ୍ତୁ

    ଭୁବନେଶ୍ୱର :  ଭୁବନେଶ୍ୱର ଝାରପଡ଼ା ଜେଲ୍ କ୍ବାର୍ଟରରୁ ମିଳିଲା  ଓ୍ବାର୍ଡରଙ୍କ ଝୁଲନ୍ତା ମୃତଦେହ । ମୃତକ ହେଲେ ସାରଥୀ ପ୍ରଧାନ। ତାଙ୍କ ଘର ଗଜପତି ଜିଲ୍ଲାରେ । ସେ ନୟାଗଡ଼ ଜେଲରେ କାର୍ଯ୍ୟରତ ଥିଲେ । ଭୁବନେଶ୍ୱର କ୍ୱାର୍ଟରରେ ପତ୍ନୀ ଓ ଅନ୍ୟ ଘର ଲୋକ ଥିଲେ । ସେହି କ୍ବାର୍ଟରରୁ ଝୁଲନ୍ତା ଅବସ୍ଥାରେ ତାଙ୍କ ମୃତଦେହ ମିଳିଛି । ମୃତଦେହ ଜବତ କରି ହସ୍ପିଟାଲ ପଠାଇଛି ପୋଲିସ । ସନ୍ଦେହ ଜନକ ମୃତ୍ୟୁର ତଦନ୍ତ କରୁଛି ଲକ୍ଷ୍ମୀସାଗର ଥାନା ପୋଲିସ୍ । .

     

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    overcast clouds
    25 ° C
    25 °
    25 °
    93 %
    1.3kmh
    100 %
    Fri
    25 °
    Sat
    29 °
    Sun
    30 °
    Mon
    30 °
    Tue
    30 °

    ସମ୍ବନ୍ଧିତ