Friday, November 14, 2025
23.8 C
Odisha

    ଛତିଶଗଡ଼ରେ ବଡ଼ ଧରଣର ଏନକାଉଣ୍ଟର, ୧୮ ମାଓବାଦୀ ନିହତ!

    ଆଗକୁ ପଢନ୍ତୁ

    ନିର୍ବାଚନ ପୂର୍ବରୁ ଛତିଶଗଡ଼ରେ ବଡ଼ ଧରଣର ଏନକାଉଣ୍ଟର। ଯବାନଙ୍କ ଗୁଳିରେ ୧୮ ମାଓବାଦୀ ନିହତ ହୋଇଥିବା କୁହାଯାଉଛି। କାଙ୍କେର ଜିଲ୍ଲା ଛୋଟେବେଥିଆରେ ଏନକାଉଣ୍ଟର ହୋଇଥିବା ସୂଚନା ମିଳିଛି । ତେବେ ଯବାନ ଏବଂ ମାଓବାଦୀଙ୍କ ମଧ୍ୟରେ ଗୁଳି ବିନିମୟ ଚାଲିଥିବାବେଳେ ୨ ଯବାନ ଆହତ ହୋଇଥିବା ସୂଚନା ମିଳିଛି ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    23.8 ° C
    23.8 °
    23.8 °
    41 %
    1.8kmh
    0 %
    Fri
    22 °
    Sat
    25 °
    Sun
    25 °
    Mon
    26 °
    Tue
    25 °

    ସମ୍ବନ୍ଧିତ