Thursday, May 15, 2025
33.3 C
Odisha

    ଜାଣନ୍ତୁ କେଉଁ ଶିବଲିଙ୍ଗକୁ ପୂଜିଲେ, କେଉଁ ଫଳ ମିଳିଥାଏ

    ଆଗକୁ ପଢନ୍ତୁ

    ଧର୍ମଧାରାରେ କାହିଁ କେଉଁ କାଳରୁ ଶିବଲିଙ୍ଗର ପୂଜା ପ୍ରଚଳିତ। ଶିବଲିଙ୍ଗ ହେଉଛି ଦେବଦେବ ମହାଦେବଙ୍କ ନିର୍ଗୁଣ ବ୍ରହ୍ମସତ୍ତାର ପ୍ରତୀକ ବା ନିରାକର ସ୍ବରୂପ। ଆମେ ମୁଖ୍ୟତଃ ଶିଳା ଶିବଲିଙ୍ଗ ପୂଜା ଦେଖିବାକୁ ପାଇଥାଉ। କିନ୍ତୁ ବିଶେଷ କ୍ଷେତ୍ରରେ ଫଳପ୍ରାପ୍ତି ପାଇଁ ଭକ୍ତମାନେ ତାଙ୍କୁ ଅନ୍ୟାନ୍ୟ ସ୍ବରୂପରେ ପୂଜା କରିଥାନ୍ତି। ତେବେ କେଉଁ ଶିବଲିଙ୍ଗକୁ ପୂଜିଲେ, କେଉଁ ଫଳ ମିଳେ, ସେ ସମ୍ପର୍କରେ ଜାଣିବା।

    ଫୁଲରେ ତିଆରି ଶିବଲିଙ୍ଗକୁ ପୂଜା କରିବା ଦ୍ବାରା ଭୂମି ଓ ଭବନ ପ୍ରାପ୍ତି ହୁଏ।
    ରୁପା ଶିବଲିଙ୍ଗକୁ ପୂ55ଜା କରିବା ଦ୍ବାରା ପିତୃଦୋଷରୁ ମୁକ୍ତି ମିଳେ। ଏଣୁ ପିତୃ ଦୋଷରୁ ମୁକ୍ତି ପାଇବା ପାଇଁ ଏହି ଶିବଲିଙ୍ଗରେ ଅଭିେଷକ କରିବା ଶୁଭ।
    ବିଭିନ୍ନ ପ୍ରକାର କଥାକୁ ନେଇ ଚିନ୍ତିତ ଥିଲେ, ପିତ୍ତଳ ଶିବଲିଙ୍ଗକୁ ଅଭିଷେକ କରାଇବା ଉଚିତ। ଏହା ଦ୍ବାରା ସୁଖ ପ୍ରାପ୍ତି ହୁଏ।
    ସ୍ଫଟିକ ଶିବଲିଙ୍ଗକୁ ପୂଜା କରିବା ଦ୍ବାରା ସମସ୍ତ ମନସ୍କାମନା ପୂରା ହେଉଥିବା ବିଶ୍ବାସ କରାଯାଏ।
    ତେବେ ନୀତିନିୟମରେ ଏହି ସମସ୍ତ ଶିବଲିଙ୍ଗକୁ ପୂଜିବା ଦ୍ବାରା ମାନସିକ ପୂରଣ ହୁଏ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    few clouds
    33.3 ° C
    33.3 °
    33.3 °
    42 %
    0.4kmh
    17 %
    Thu
    40 °
    Fri
    42 °
    Sat
    42 °
    Sun
    42 °
    Mon
    41 °

    ସମ୍ବନ୍ଧିତ