Thursday, May 7, 2026
34.5 C
Odisha

    ସେବାୟତଙ୍କୁ ପିଟିଲେ ବିଦେଶୀ ପର୍ଯ୍ୟଟକ

    ଆଗକୁ ପଢନ୍ତୁ

    ପୁରୀ ଶ୍ରୀମନ୍ଦିରରେ ପୁଣି ବିଦେଶୀ ପର୍ଯ୍ୟଟକଙ୍କୁ ନେଇ ଏକ ଅଘଟଣ ଘଟିଯାଇଛି । ଶ୍ରୀମନ୍ଦିରରେ ସେବାୟତଙ୍କୁ ପିଟିଛନ୍ତି ବିଦେଶୀ ପର୍ଯ୍ୟଟକ । ସେବାୟତ ହରିହରଙ୍କ ମୁଣ୍ଡରେ ଲାଗିଛି ଗଭୀର ଆଘାତ ।ତାଙ୍କୁ ସଦର ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ପ୍ରବେଶ ବାରଣ କରିବାକୁ ଏହି ଆକ୍ରମଣ ହୋଇଥିବା ଅଭିଯୋଗ ହୋଇଛି । ଏହି ବିଦେଶୀ ପର୍ଯ୍ୟଟକଙ୍କୁ ଧରି ସିଂହଦ୍ୱାର ପୋଲିସ ଥାନାରେ ଅଟକ ରଖିଛି । ବିଦେଶୀ ନାଗରିକ ୟୁକେର ହୋଇଥିବା ସୂଚନା । କଡା ସୁରକ୍ଷା ସତ୍ତ୍ୱେ ବିଦେଶୀଙ୍କ ପ୍ରବେଶ ନେଇ ପ୍ରଶ୍ନ ଉଠୁଛି । ଏହି ଘଟଣାରେ ଏବେ ସିସିଟିଭି ଫୁଟେଜ୍ ଆଧାରରେ ଯାଞ୍ଚ ଜାରି ରହିଛି ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    34.5 ° C
    34.5 °
    34.5 °
    38 %
    1.2kmh
    0 %
    Thu
    38 °
    Fri
    39 °
    Sat
    40 °
    Sun
    40 °
    Mon
    39 °

    ସମ୍ବନ୍ଧିତ