Thursday, July 31, 2025
24.8 C
Odisha

    ତେଲ ଟ୍ୟାଙ୍କର ବିସ୍ଫୋରଣ, ୯୦ ମୃତ

    ଆଗକୁ ପଢନ୍ତୁ

    ନାଇଜେରିଆରେ ଏକ ବଡ ଅଘଟଣ ଘଟିଥିବା ଖବର ସାମ୍ନାକୁ ଆସିଛି। ଏକ ପେଟ୍ରୋଲ ଟ୍ୟାଙ୍କର ବିସ୍ଫୋରଣ ଘଟି ପ୍ରାୟ ୯୦ରୁ ଉର୍ଦ୍ଧ୍ବ ଜଣଙ୍କ ମୃତ୍ୟୁ ଘଟିଛି। ଏହାସହ ୫୦ରୁ ଅଧିକ ଲୋକେ ଗୁରୁତର ଆହତ ହୋଇଛନ୍ତି। ସେମାନଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଓଲଟି ପଡିଥିବା ଟ୍ୟାଙ୍କରରୁ ଲୋକେ ତେଲ ନେବାକୁ ଚେଷ୍ଟା କରୁଥିବା ସମୟରେ ଏହି ବିସ୍ଫୋରଣ ଘଟିଥିବା ନେଇ ସୂଚନା ମିଳିଛି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    overcast clouds
    24.8 ° C
    24.8 °
    24.8 °
    85 %
    2.5kmh
    97 %
    Wed
    25 °
    Thu
    30 °
    Fri
    31 °
    Sat
    29 °
    Sun
    32 °

    ସମ୍ବନ୍ଧିତ