Saturday, July 27, 2024
24.6 C
Odisha

    ନିଜର ପରିସ୍ରା ପିଅନ୍ତି ଦୁନିଆର ଏହି 3 ଜଣ ପ୍ରସିଦ୍ଧ ବ୍ୟକ୍ତି

    ଆଗକୁ ପଢନ୍ତୁ

    ନିଜର ପରିସ୍ରା ପିଅନ୍ତି ଦୁନିଆର ଏହି 3 ଜଣ ପ୍ରସିଦ୍ଧ କଳାକାର
    ମାହାଙ୍ଗା ଚିକିତ୍ସା କରିବା ପାଇଁ ଆମ ଦେଶର ବହୁତ ଗୁଡ଼ାଏ ଲୋକ ଘରୋଇ ଚିକିତ୍ସା କୁ ଆପଣେଇ ଥାନ୍ତି, ଯେଉଁଥିରେ ଜଡିବୁଟି କୁ ସବୁଠାରୁ ଅଧିକ ଗୁରୁତ୍ୱ ଦିଆଯାଇଥାଏ | କିନ୍ତୁ ଅମା ସମାଜରେ ଏଭଳି ଅନେକ ଲୋକ ଅଛନ୍ତି ଯେଉଁମାନେକି ନିଜର ଶରୀରକୁ ସୁସ୍ଥ ରଖିବା ପାଇଁ ନିଜେ ନିଜର ପରିସ୍ରା କୁ ପିଇଥାନ୍ତି | ସେହିପରି ଆମେ ଆଜି ଆପଣମାନଙ୍କୁ 3 ଜଣ ଏପରି ବ୍ୟକ୍ତି ଙ୍କ ବିଷୟରେ କହିବାକୁ ଯାଉଛୁ , ଯେଉଁ ମାନେ ନିଜର ପରିସ୍ରା ପିଇଥାନ୍ତି |

    କେଶା : ଏହି ବ୍ୟକ୍ତି ଜଣଙ୍କ ହେଉଛନ୍ତି ହଲିବୂଡ଼ ର ଜଣେ ପୋପ ସିଙ୍ଗର ଯିଏକି ତାଙ୍କର ଏକ ଲାଇଫ କଂସେର୍ଟ ରେ ନିଜର ପରିସ୍ରା କୁ ପିଇ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରି ଦେଇଥିଲେ | ତାଙ୍କର କହିବା କଥା ହେଉଛି ଯେ ନିଜର ପରିସ୍ରା ପିଇବା ଦ୍ୱାରା କୌଣସି ରୋଗ ଶରୀର କୁ ଆକ୍ରମଣ କରିନଥାଏ |

    ବିୟର ଗ୍ରୀଲସ : ଏ ହେଉଛନ୍ତି ଲୋକପ୍ରିୟ ଟିଭି ସୋ MAN vs WILD ର ଉପସ୍ଥାପକ ଯିଏକି ପ୍ରଧାନ ମନ୍ତ୍ରୀ ନରେନ୍ଦ୍ର ମୋଦି ଙ୍କ ସହ ନଜର ଆସି ସାରିଛନ୍ତି, ଯିଏକି ନିଜର ପରିସ୍ରା ପିଇବା ଦେଖା ଯାଇଥିଲା |ଯେତେବେଳେ ସେ ଏକ ଜଙ୍ଗଲ ରେ ଥିଲେ | ଇଂଲଣ୍ଡର ସବୁଠୁ ଲୋକ ପ୍ରିୟ ଅଭିନେତ୍ରୀ ସାରା ମୀଲସ ତାଙ୍କର ଏକ ଇଣ୍ଟରଭିଉରେ ମତ ରଖିଥିଲେ ଯେ ସେ ଗତ ୩୦ ବର୍ଷ ହେବ ନିଜର ପରିସ୍ରାକୁ ନିଜେ ପିଉଛନ୍ତି ଏବଂ ସେ ରୋଗ ମୁକ୍ତ ମଧ୍ୟ ଅଛନ୍ତି |

    ମେଡେନା : ଏ ହେଉଛନ୍ତି ହଲିଉଡ଼ ଜଗତର ଜଣେ ବହୁତ ସୁନ୍ଦର ଅଭିନେତ୍ରୀ, ଯିଏ ନିଜର ପାଦ ଉପରେ ସବୁବେଳେ ପରିସ୍ରା କରିଥାନ୍ତି | ତାଙ୍କର କହିବା କଥା କି ଯଦି ପାଦ ଉପରେ ସେ ପରିସ୍ରା କରୁଛନ୍ତି ତେବେ ତାଙ୍କର ପାଦ ବହୁତ ଆକର୍ଷକ ରହିବା ସହିତ କୋମଳ ରହୁଛି | ସେ ନିଜର ସୋସିଆଲ ମିଡ଼ିଆ ପୋଷ୍ଟରେ ଏହା ଉଲ୍ଲେଖ କରିଛନ୍ତି ଯେ ସେ ନିଜର ପରିସ୍ରା ପିଇବା କାରଣରୁ ରୋଗ ମୁକ୍ତ ଅଛନ୍ତି |

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    overcast clouds
    24.6 ° C
    24.6 °
    24.6 °
    94 %
    4.3kmh
    100 %
    Sat
    25 °
    Sun
    29 °
    Mon
    30 °
    Tue
    30 °
    Wed
    28 °

    ସମ୍ବନ୍ଧିତ