Saturday, July 19, 2025
24.9 C
Odisha

    ପୁଣିଥରେ ୟୁଜିସି-ନେଟ ପରୀକ୍ଷା ପାଇଁ ବିଜ୍ଞପ୍ତି ପ୍ରକାଶ, ଅଗଷ୍ଟ ୨୧ରୁ ସେପ୍ଟେମ୍ବର ୪ ମଧ୍ୟରେ ହେବ ଅନଲାଇନ ପରୀକ୍ଷା

    ଆଗକୁ ପଢନ୍ତୁ

    ଦେଶରେ ନେଟ ଏବଂ ନିଟ୍ ପରୀକ୍ଷା ବିଭ୍ରାଟକୁ ନେଇ ହଙ୍ଗାମା ଜାରି ରହିଛି। ଏହା ମଧ୍ୟରେ ନ୍ୟାସନାଲ ଟେଷ୍ଟିଂ ଏଜେନ୍ସି (ଏନଟିଏ) ଖାତା କଲମ ପରୀକ୍ଷା ପରିବର୍ତ୍ତେ କମ୍ପ୍ୟୁଟର ଆଧାରିତ ପରୀକ୍ଷା (ସିବିଟି)କୁ ଲମ୍ଫ ମାରିଛି। ୟୁଜିସି-ନେଟ୍ ପରୀକ୍ଷା ପାଇଁ ନୂଆ ତାରିଖ ଘୋଷଣା କରିଛି। ପରବର୍ତ୍ତୀ ପରୀକ୍ଷା ଅଗଷ୍ଟ ୨୧ରୁ ସେପ୍ଟେମ୍ବର ୪ ମଧ୍ୟରେ ହେବ ବୋଲି କୁହାଯାଇଛି। ସେହିପରି ସିଏସଆଇଆର ନେଟ୍ ପରୀକ୍ଷା ଜୁଲାଇ ୨୫-୨୭ରେ ହେବ ବୋଲି ସୂଚନା ଦିଆଯାଇଛି। ଭାରତୀୟ ବିଶ୍ବବିଦ୍ୟାଳୟ ଏବଂ ଶିକ୍ଷା ପ୍ରତିଷ୍ଠାନ ଗୁଡିକରେ ନାମ ଲେଖାଇବା ପାଇଁ ଏହି ପରୀକ୍ଷା ଗୁରୁତ୍ବପୂର୍ଣ୍ଣ। ସୂଚନାଯୋଗ୍ୟ, ଗତ ୧୮ ତାରିଖରେ ହୋଇଥିବା ୟୁଜିସି ନେଟ ପରୀକ୍ଷା ପେପର ଲିକ ନେଇ ସଙ୍କେତ ମିଳିବା ପରେ ନେଟ ପକ୍ଷରୁ ପରୀକ୍ଷା ରଦ୍ଦ କରାଯାଇଥିଲା ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    overcast clouds
    24.9 ° C
    24.9 °
    24.9 °
    90 %
    0.5kmh
    87 %
    Sat
    33 °
    Sun
    31 °
    Mon
    33 °
    Tue
    32 °
    Wed
    29 °

    ସମ୍ବନ୍ଧିତ