Tuesday, February 17, 2026
22.8 C
Odisha

    ପୁରୀ ପରିକ୍ରମା ପ୍ରକଳ୍ପ ଅନୁଧ୍ୟାନ କଲେ ଗଜପତି

    ଆଗକୁ ପଢନ୍ତୁ

    ପୁରୀ : ପୁରୀ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଅନୁଧ୍ୟାନ କଲେ ଗଜପତି ମହାରାଜ ଦିବ୍ୟ ସିଂ ଦେବ । ଅଧାପନ୍ତରିଆ ପ୍ରକଳ୍ପ, ମଠଗୁଡ଼ିକର ପୁନଃରୁଦ୍ଧାର କାର୍ଯ୍ୟ ନିରୀକ୍ଷଣ କରିବେ ଗଜପତି ।ମହାପ୍ରଭୁଙ୍କ ପ୍ରମୋଦ ଉଦ୍ୟାନ ବୁଲିଲେ ଗଜପତି । ଗଜପତିଙ୍କ ସହ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ବିଭିନ୍ନ ମଠର ମହନ୍ତ, ଜିଲ୍ଲାପାଳ, ଏସପି ଓ ବିସିସିୁ ଅଧିକାରୀମାନେ ରହିଛନ୍ତି । ବଡ଼ ଦାଣ୍ଡ ଉନ୍ନୟନ, ଶ୍ରୀ ଜଗନ୍ନାଥ ସାଂସ୍କୃତିକ କେନ୍ଦ୍ର, ରଘୁନାଥ ଲାଇବ୍ରେରୀ, ଆନନ୍ଦ ବଜାର ସହିତ ଭକ୍ତଙ୍କ ପାଇଁ ଅନ୍ନକ୍ଷେତ୍ର ପାଇଁ ଆଲୋଚନା କରାଯିବ । ସରକାରଙ୍କ ସ୍ତରରେ ଏ ସବୁ ଆଲୋଚନା ହୋଇ କାମ ଦୃତ ଗତିରେ ଆରମ୍ଭ ହେବ ବୋଲି ଆଶା ରଖିଥିବା କହିଛନ୍ତି ଗଜପତି ମହାରାଜ ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    22.8 ° C
    22.8 °
    22.8 °
    21 %
    1.6kmh
    0 %
    Tue
    25 °
    Wed
    33 °
    Thu
    34 °
    Fri
    36 °
    Sat
    37 °

    ସମ୍ବନ୍ଧିତ