Thursday, March 12, 2026
32.2 C
Odisha

    ଭାରତର ନୂଆ ରେକର୍ଡ, ଆମେରିକାକୁ ପଛରେ ପକାଇଲା ଭାରତ

    ଆଗକୁ ପଢନ୍ତୁ

    ଡିଜିଟାଲ୍ ପେମେଣ୍ଟ କ୍ଷେତ୍ରରେ ଭାରତର ନୂଆ ରେକର୍ଡ। ବୈଦେଶିକ ମନ୍ତ୍ରୀ ଏସ ଜୟଶଙ୍କର ଡିଜିଟାଲ ପେମେଣ୍ଟରେ ଭାରତର ଅଭିବୃଦ୍ଧି ଉପରେ ଆଲୋକପାତ କରି କହିଛନ୍ତି ଯେ ଦେଶରେ ଏକ ମାସ ମଧ୍ୟରେ ୟୁନିଫାଏଡ୍ ପେମେଣ୍ଟ ଇଣ୍ଟରଫେସ୍ (ୟୁପିଆଇ) ମାଧ୍ୟମରେ ୧୨୦ କୋଟି ଟଙ୍କା ମୂଲ୍ୟର କାରବାର କରାଯାଉଛି। ଭାରତକୁ ଆମେରିକା ସହ ତୁଳନା କରି ସେ କହିଛନ୍ତି ଯେ ଆମେ ସେମାନଙ୍କଠାରୁ ଆଗରେ ଅଛୁ। ଆମେରିକାରେ ଗୋଟିଏ ବର୍ଷରେ କେବଳ ୪୦ କୋଟି ଟଙ୍କା ଡିଜିଟାଲ କାରବାର ହେଉଛି ।

    ସେ ଆହୁରି କହିଛନ୍ତି ଯେ, ଆଜି ଆମେ ୟୁପିଆଇ ମାଧ୍ୟମରେ ନଗଦବିହୀନ ଦେୟ ପ୍ରଦାନ କରୁଛୁ। ଆମର ଏକ ମାସରେ ୧୨୦ କୋଟି ଟଙ୍କା ମୂଲ୍ୟର କାରବାର ହୋଇଥିବାବେଳେ ଆମେରିକା ଗୋଟିଏ ବର୍ଷରେ ମାତ୍ର ୪୦ କୋଟି ଟଙ୍କା ମୂଲ୍ୟର ଡିଜିଟାଲ କାରବାର କରିବାରେ ସକ୍ଷମ ହୋଇଛି। ଏହା ଦେଖିବା ଉଚିତ୍ ଯେ ଆମେ କେତେକ କ୍ଷେତ୍ରରେ କିପରି ଅଗ୍ରଗତି କରିଛୁ ଏବଂ ବିଶ୍ୱ ଏହାକୁ ପ୍ରଶଂସା କରୁଛି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    32.2 ° C
    32.2 °
    32.2 °
    15 %
    3.4kmh
    0 %
    Thu
    37 °
    Fri
    38 °
    Sat
    39 °
    Sun
    40 °
    Mon
    38 °

    ସମ୍ବନ୍ଧିତ