Monday, May 18, 2026
40.9 C
Odisha

    ବିଜେଡିର ଚତୁର୍ଥ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା, କାହାକୁ କେଉଁଠୁ ମିଳିଲା ଟିକେଟ

    ଆଗକୁ ପଢନ୍ତୁ

    ଭୁବନେଶ୍ୱର: ପ୍ରକାଶ ପାଇଲା ବିଜେଡିର ଚତୁର୍ଥ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା । ୯ ଜଣ ବିଧାନସଭା ପ୍ରାର୍ଥୀ ଓ ବାଲେଶ୍ବର ଲୋକସଭା ପ୍ରାର୍ଥୀ ନାଁ ଘୋଷଣା କଲେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ । ନଜର ପକାନ୍ତୁ କାହାକୁ କେଉଁ ଆସନ କାହାକୁ ମିଳିଲା ଟିକେଟ ।

    ଲକ୍ଷ୍ମୀପୁର- ପ୍ରଭୁ ଜାନୀ

    ପାରାଦୀପ- ଗୀତାଞ୍ଜଳି ରାଉତରାୟ

    ରେଢାଖୋଲ- ରୋହିତ ପୂଜାରୀ

    ତେଲକୋଇ- ମାଧବ ସର୍ଦ୍ଦାର

    ତାଳଚେର- ବ୍ରଜ କିଶୋର ପ୍ରଧାନ

    ନର୍ଲା – ମନୋରମା ମହାନ୍ତି

    ବାଲିଗୁଡା- ଚକ୍ରମଣି କହଁର

    ଭୁବନେଶ୍ବର( ମଧ୍ୟ)- ଅନନ୍ତ ନାରାୟଣ ଜେନା

    ବାଲେଶ୍ବର ଲୋକସଭା ପ୍ରାର୍ଥୀ – ଲେଖାଶ୍ରୀ ସାମନ୍ତସିଂହାର

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    broken clouds
    40.9 ° C
    40.9 °
    40.9 °
    20 %
    1.2kmh
    83 %
    Mon
    43 °
    Tue
    43 °
    Wed
    46 °
    Thu
    45 °
    Fri
    45 °

    ସମ୍ବନ୍ଧିତ