Tuesday, April 21, 2026
42 C
Odisha

    ଭୁବନେଶ୍ୱରରେ ୨୫ ଲକ୍ଷ ଟଙ୍କାର ବ୍ରାଉନସୁଗାର ଜବତ, ୫ ଜଣ ନିଶା ବ୍ୟବସାୟୀ ଗିରଫ

    ଆଗକୁ ପଢନ୍ତୁ

    ଭୁବନେଶ୍ୱର : ମୈତ୍ରୀ ବିହାର ଥାନା ଅଞ୍ଚଳରେ ଚାଲିଥିଲା ଧଳାଜହର କାରବାର । ୨୫୪ ଗ୍ରାମ ବ୍ରାଉନସୁଗାର ଜବତ ହୋଇଛି । ୫ ଜଣଙ୍କୁ ଗିରଫ କଲା କମିଶନରେଟ ପୋଲିସ । ୩ ମୋଟର ସାଇକେଲ ସହ ୩ହଜାର ଟଙ୍କା ଜବତ। ୫ ଅଭିଯୁକ୍ତଙ୍କ ଭିତରୁ ଜଣେ ଅଭିଯୁକ୍ତ ରାଜେନ୍ଦ୍ର ମହାପାତ୍ର ନାଁରେ ୨ ଟି ମାମଲା ରହିଛି । ଶିବାନନ୍ଦ ନାଁରେ ମଧ୍ୟ ଜଟଣୀ ଥାନା ଅଧୀନରେ ରହିଛି ମାମଲା। ଯୁବପିଢ଼ିଙ୍କୁ ନଷ୍ଟ କରୁଥିବା ଧଳା ଜହର ପାଇଁ ଚାଲିଛି ସ୍ପେଶାଲ ଡ୍ରାଇଭ । ଦୁଇ ଦିନ ତଳେ ମଧ୍ୟ ସ୍ପେଶାଲ କ୍ରାଇମ ୟୁନିଟ ଧରିଥିଲା ପ୍ରାୟ ୨୫ ଲକ୍ଷ ଟଙ୍କାର ବ୍ରାଉନସୁଗର । ଆଗକୁ ମଧ୍ୟ ନିଶା ବିରୋଧୀ ଅଭିଯାନ ଜାରି ରହିବ ବୋଲି କହିଛନ୍ତି ପୋଲିସ କମିଶନର ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    42 ° C
    42 °
    42 °
    11 %
    4kmh
    8 %
    Tue
    42 °
    Wed
    43 °
    Thu
    43 °
    Fri
    44 °
    Sat
    44 °

    ସମ୍ବନ୍ଧିତ