Friday, February 13, 2026
17.9 C
Odisha

    ଭୋଟ୍ ଗୋଟିଏ ମୂଲ କୋଟିଏ

    ଆଗକୁ ପଢନ୍ତୁ

     

     

    ଦିଲ୍ଲୀପ କୁମାର ସାହୁ

    କାନନ ବିହାର, ଭୁବନେଶ୍ୱର

    ଗୋଟିଏ ବୋଲି ଭୋ’ଟ ତୁମ
    ମଣନା ତାକୁ ହୀନ
    ସେଇ ଗୋଟିଏ ପାରିବ ରଖି
    ଦେଶ ଜାତିର ମାନ ।

    ଆମ ପାଇଁ ଯେ କରିବ କାମ
    ଶୁଣିବ ଆମ କଥା
    ଭୋ’ଟ ଦେଇ କରିବୁ ଆମେ
    ତାଙ୍କୁ ଜଗତ ଜିତା ।

    ଆମ ପାଇଁକି ଆମେ ଗଢ଼ିବା
    ଆମରି ସରକାର
    ପାଞ୍ଚ ବରଷ ପାଇଁକି ଦେଇ
    ତାଙ୍କ ହାତରେ ଭାର ।

    ପାଞ୍ଚ ବରଷ ପରେ ଆସିଛି
    ସୁଯୋଗ ଆମ ପାଇଁ
    ଗଣତନ୍ତ୍ର ର ଏ ମହା ପର୍ବେ
    ଭାଗ ନେବାରେ ଭାଇ  ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    broken clouds
    17.9 ° C
    17.9 °
    17.9 °
    37 %
    1kmh
    70 %
    Thu
    18 °
    Fri
    32 °
    Sat
    33 °
    Sun
    34 °
    Mon
    34 °

    ସମ୍ବନ୍ଧିତ