Saturday, July 11, 2026
31.2 C
Odisha

    ମଦ୍ୟପ ପୁଅର ଉନ୍ମତ୍ତକାଣ୍ଡ, ମା’କୁ ଠେଙ୍ଗାରେ ପିଟି ପିଟି ମାରିଦେଲା

    ଆଗକୁ ପଢନ୍ତୁ

    ମଦ୍ୟପ ପୁଅର ଉନ୍ମତକାଣ୍ଡ । ମା’କୁ ଠେଙ୍ଗାରେ ପିଟି ପିଟି ମାରିଦେଲା ନୃଶଂସ ପୁଅ । ସୁନ୍ଦରଗଡ଼ ତଲସରା ଥାନା ତୁମୁଲିଆ ଗାଁ ନୂଆପଡାରେ ଘଟିଛି ଏଭଳି ଅଭାବନୀୟ ଘଟଣା। । ମାତାଲ ଅବସ୍ଥାରେ ରାତି ଅଧରେ ମା’କୁ ଠେଙ୍ଗାରେ ପିଟି ପିଟି ହତ୍ୟା କଲା ପୁଅ । ପୁଅ ବିଶ୍ୱ ଲାକଡ଼ାକୁ ଅଟକ ରଖି ତଦନ୍ତ ଚଳାଇଛି ତଲସରା ପୋଲିସ । ହତ୍ୟାର କାରଣ ଅସ୍ପଷ୍ଟ ରହିଥିବା ବେଳେ ତଳସରା ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚି ଛାନ୍‌ଭିନ୍‌ ଜାରି ରଖିଛି । ସେପଟେ ପୋଲିସ ମୃତଦେହକୁ ଜବତ କରି ବ୍ୟବଚ୍ଛେଦ ନିମନ୍ତେ ପଠାଇଛି । ରିପୋର୍ଟ ଆସିବା ପରେ ପୋଲିସର ପ୍ରାଥମିକ ତଦନ୍ତରୁ ହତ୍ୟା କାରଣ ଜଣାପଡିବ ବୋଲି ଆଶା କରାଯାଉଛି ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    overcast clouds
    31.2 ° C
    31.2 °
    31.2 °
    60 %
    5.1kmh
    100 %
    Sat
    32 °
    Sun
    29 °
    Mon
    27 °
    Tue
    25 °
    Wed
    26 °

    ସମ୍ବନ୍ଧିତ