Thursday, September 3, 2026
23.9 C
Odisha

    ରାଜଧାନୀରୁ ଝୁଲନ୍ତା ମୃତଦେହ ଉଦ୍ଧାର, ହତ୍ୟା ସନ୍ଦେହ

    ଆଗକୁ ପଢନ୍ତୁ

    ଭୁବନେଶ୍ୱର : ରାଜଧାନୀରୁ ଝୁଲନ୍ତା ମୃତଦେହ ଉଦ୍ଧାର । ହତ୍ୟା ସନ୍ଦେହ କରାଯାଉଛି । ଭୁବନେଶ୍ୱର ସହିଦନଗର ଥାନା ଅଞ୍ଚଳ ଆନନ୍ଦ ବଜାର ଛକ ସରକାରୀ କ୍ୱାର୍ଟର୍ସ ପାଖ ଏକ ଗଛରୁ ଯୁବକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର ହୋଇଛି । ତାଙ୍କୁ କେହି ହତ୍ୟା କରି ଟାଙ୍ଗି ଦେଇଥିବା ସନ୍ଦେହ କରାଯାଉଛି । ମୃତଦେହ ଦେଖି ରାସ୍ତାରେ ଦେଖଣାହାରିଙ୍କ ଭିଡ଼ ଜମିଥିଲା । ଝୁଲନ୍ତା ମୃତଦେହ ଦେଖି ଲୋକଙ୍କ ମଧ୍ୟରେ ହଇଚଇ ସୃଷ୍ଟି ହୋଇଛି ।

    ମୃତ ଦେହର ଗୋଡ଼ ତଳେ ଲାଗିଥିବା ଦେଖିବାକୁ ମିଳିଛି । ଏହି ଘଟଣାକୁ ନେଇ ପୋଲିସ ତନାଘନା ଆରମ୍ଭ କରିଛି ।ମୃତକର ପରିଚୟ ମିଳିନଥିବା ବେଳେ କେହି ହତ୍ୟା କରି ଜୀବନ ହାରିବା ରୁପ ଦେବାକୁ ଉଦ୍ୟମ କରିଛନ୍ତି ବୋଲି ପୋଲିସ ସନ୍ଦେହ କରୁଛି ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    overcast clouds
    23.9 ° C
    23.9 °
    23.9 °
    84 %
    2.7kmh
    99 %
    Thu
    24 °
    Fri
    28 °
    Sat
    30 °
    Sun
    30 °
    Mon
    30 °

    ସମ୍ବନ୍ଧିତ