Monday, October 13, 2025
28.2 C
Odisha

    ମାଆ ହେଲା ବାଘୁଣୀ ଅଙ୍କିତା

    ଆଗକୁ ପଢନ୍ତୁ

    ଭୁବନେଶ୍ୱର : ନନ୍ଦନକାନନରେ ବାଘୁଣୀ ଅଙ୍କିତା ମାଆ ହୋଇଛି। ଗୋଟିଏ ଶାବକକୁ ଜନ୍ମ ଦେଇଛି ବାଘୁଣୀ ଅଙ୍କିତା । କିଛି ମାସ ତଳେ ନନ୍ଦନକାନନରେ ମହାବଳ ବାଘ ସେଫ ସହିତ ଅଙ୍କିତାର ମିଳନ ହୋଇଥିଲା। ବର୍ତ୍ତମାନ୍‌ ନନ୍ଦନକାନନରେ ବାଘ ସଂଖ୍ୟା ୨୮କୁ ବୃଦ୍ଧି ପାଇଛି । ଏହାକୁ ନେଇ କର୍ମଚାରୀ ଓ ଅଧିକାରୀମାନେ ବେଶ୍ ଉତ୍ସାହିତ ଅଛନ୍ତି। ଜନ୍ତୁ କେୟାରଟେକର, ବନରକ୍ଷୀ ଓ ବନପାଳ ଅଙ୍କିତା ପ୍ରତି ସ୍ବତନ୍ତ୍ର ଦୃଷ୍ଟି ଦେଉଛନ୍ତି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    scattered clouds
    28.2 ° C
    28.2 °
    28.2 °
    69 %
    2.2kmh
    39 %
    Mon
    27 °
    Tue
    29 °
    Wed
    30 °
    Thu
    30 °
    Fri
    30 °

    ସମ୍ବନ୍ଧିତ