Sunday, January 25, 2026
22.3 C
Odisha

    ଯୁବକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

    ଆଗକୁ ପଢନ୍ତୁ

    ଯୁବକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର। ହତ୍ୟା ଅଭିଯୋଗ ଆଣିଲେ ପରିବାର ଲୋକେ। କଳାହାଣ୍ଡି ଜିଲ୍ଲାରେ ଅଭାବନୀୟ ଘଟଣା। ଯୁବକର ମୃତଦେହକୁ ଝୁଲନ୍ତା ଅବସ୍ଥାରେ ଜବତ କରିଛି ପୁଲିସ। ବିବିଶି ପଡା ସେବକ କୋଳନିର ପରମେଶ୍ୱର ନାଏକଙ୍କ ବଡ଼ପୁଅ ସାଗର ନାଏକ ବିଳମ୍ବିତ ରାତିରେ ମଧ୍ୟ ଘରେ ପହଞ୍ଚି ନଥିଲେ। ପରିବାର ଲୋକେ ଖୋଜାଖୋଜି ପରେ ଏକ ପରିତ୍ୟକ୍ତ ଆବାସ ଘରେ ମୃତ ଦେହ ଥିବା ଜାଣିବାକୁ ପାଇଥିଲେ। ଟାଉନ ଥାନା ପୁଲିସକୁ ଖବର ଦିଆଯାଇଥିଲା। ଘଟଣାରେ ପୁଲିସ ରାମ ସାଗର ପଦର ଇଲୁ ସରାପ ନାମକ ଜଣେ ଯୁବକକୁ ଅଟକ ରଖି ପଚରା ଉଚୁରା କରୁଛି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    22.3 ° C
    22.3 °
    22.3 °
    30 %
    0.3kmh
    0 %
    Sun
    30 °
    Mon
    31 °
    Tue
    32 °
    Wed
    33 °
    Thu
    33 °

    ସମ୍ବନ୍ଧିତ