Monday, December 8, 2025
13.6 C
Odisha

    ରଘୁରାମ ରାଜନ୍‌ଙ୍କ ବଡ଼ ବୟାନ୍, ଭାରତରେ ଯୁବ ବର୍ଗ ଖୁସିନାହାଁନ୍ତି

    ଆଗକୁ ପଢନ୍ତୁ

    ଭାରତର ଯୁବ ଉଦ୍ୟୋଗୀ ଖୁସିନାହାନ୍ତି। ବ୍ୟବସାୟ ପ୍ରତିଷ୍ଠା ପାଇଁ ସେମାନେ ଭାରତ ଛାଡି ବିଦେଶକୁ ଚାଲିଯାଉଛନ୍ତି। ଭାରତୀୟ ରିଜର୍ଭ ବ୍ୟାଙ୍କ(ଆର୍‌ବିଆଇ)ର ପୂର୍ବତନ ଗଭର୍ଣ୍ଣର ରଘୁରାମ ରାଜନ୍‌ ଜର୍ଜ ୱାଣଶିଂଟନ୍‌ ୟୁନିଭର୍ସିଟିଠାରେ ଏହା କହିଛନ୍ତି। ଯୁବ ଭାରତୀୟମାନଙ୍କଠାରେ ‘ବିରାଟ କୋହଲିଙ୍କ ଭଳି ମାନସିକତା’ ରହିଛି, ସେହି ସ୍ଥାନକୁ ଯାଆନ୍ତି ଯେଉଁଠାରେ ସେମାନେ ବଜାରକୁ ପ୍ରବେଶ କରିବା ସହଜ ମନେ କରନ୍ତି। ଯେତେବେଳେ ରାଜନଙ୍କୁ ପଚରାଗଲା ଯେ ଅନେକ ଭାରତୀୟ ନବନ୍ବେଷକାରୀ ବର୍ତ୍ତମାନ ସିଙ୍ଗାପୁର କିମ୍ବା ସିଲିକନ ଭ୍ୟାଲିକୁ ଯାଉଛନ୍ତି, ସେତେବେଳେ ସେ କହିଥିଲେ, ‘ସେମାନେ ବିଶ୍ୱସ୍ତରରେ ଅଧିକ ବିସ୍ତାର କରିବାକୁ ଚାହୁଁଛନ୍ତି। ମୁଁ ଭାବୁଛି ଏମିତି ଏକ ଯୁବ ଭାରତ ଅଛି ଯାହାର ମାନସିକତା ବିରାଟ କୋହଲିଙ୍କ ପରି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    overcast clouds
    13.6 ° C
    13.6 °
    13.6 °
    39 %
    1.2kmh
    91 %
    Mon
    26 °
    Tue
    26 °
    Wed
    26 °
    Thu
    26 °
    Fri
    26 °

    ସମ୍ବନ୍ଧିତ