Saturday, May 24, 2025
33.1 C
Odisha

ରଥ ନିର୍ମାଣ ପାଇଁ ଆସୁଛି ପ୍ରଥମ କାଠ

ଆଗକୁ ପଢନ୍ତୁ

ଦଶପଲ୍ଲା : ପୁରୀ ଶ୍ରୀମନ୍ଦିରକୁ ବାହାରିଲା ପ୍ରଥମ ରଥ କାଠ । ସ୍ୱତନ୍ତ୍ର ପୂଜାର୍ଚ୍ଚନା ପରେ ୩ଟି ଟ୍ରକରେ ୧୦୧ ଖଣ୍ଡ କାଠ ପୁରୀ ଆସୁଛି ।ପ୍ରଥମ ପର୍ଯ୍ୟାୟରେ ୪୮ ଖଣ୍ଡ ଅସନ ଏବଂ ୫୩ ଖଣ୍ଡ ଧଉରା କାଠ ଆସୁଛି ପୁରୀ ଶ୍ରୀମନ୍ଦିର ।ସରସ୍ୱତୀ ପୂଜା ପୂର୍ବରୁ ରଥଖଳାରେ କାଠ ପହଞ୍ଚିବା ବିଧି ରହିଛି ।ଚଳିତବର୍ଷ ଜୁନ୍ ୨୭ ତାରିଖରେ ରଥଯାତ୍ରା ପାଳନ କରାଯିବ । ଏହି ବର୍ଷ ୧୭୮ ଥର ଲାଗି ରଥ ଟଣାଯିବ । ଲକ୍ଷ ଲକ୍ଷ ଭକ୍ତ ବଡ଼ଦାଣ୍ଡରେ ଏକାଠି ହେବେ ।

ଅନ୍ୟାନ୍ୟ ଖବର

ପାଣିପାଗ

Odisha
overcast clouds
33.1 ° C
33.1 °
33.1 °
51 %
0.7kmh
100 %
Sat
36 °
Sun
33 °
Mon
35 °
Tue
35 °
Wed
33 °

ସମ୍ବନ୍ଧିତ