Thursday, March 12, 2026
32.2 C
Odisha

    ସପ୍ତମ ରାଉଣ୍ଡ୍ ସୁଦ୍ଧା ଜୟ ଢୋଲକିଆ ୨୫ ହଜାରରୁ ଅଧିକ ଭୋଟ୍‌ରେ ଆଗୁଆ

    ଆଗକୁ ପଢନ୍ତୁ

    ନୂଆପଡା : ନୂଆପଡ଼ା ବିଧାନସଭା ଉପନିର୍ବାଚନର ଭୋଟ୍ ଗଣତି ଜାରି ରହିଥିବା ବେଳେ ଭାଜପା ପ୍ରାର୍ଥୀ ଜୟ ଢ଼ୋଲକିଆ ଏକ ବଡ଼ ବିଜୟ ଅଭିମୁଖେ ଅଗ୍ରସର ହେଉଛନ୍ତି। ପ୍ରାରମ୍ଭିକ ରାଉଣ୍ଡ୍‌ରୁ ସେ ଯେଉଁ ବ୍ୟବଧାନରେ ଆଗେଇଥିଲେ, ତାହା କ୍ରମାଗତ ଭାବେ ବଢ଼ିବାରେ ଲାଗିଛି। ସପ୍ତମ ରାଉଣ୍ଡ୍ ଶେଷ ସୁଦ୍ଧା ଜୟ ଢ଼ୋଲକିଆ ନିକଟତମ ପ୍ରତିଦ୍ୱନ୍ଦ୍ୱୀଙ୍କ ଠାରୁ ୨୫,୩୪୬ ଭୋଟ୍‌ରେ ଆଗୁଆ ଅଛନ୍ତି।

    ଭୋଟ୍ ଗଣତିର ସ୍ଥିତି (ସପ୍ତମ ରାଉଣ୍ଡ୍ ସୁଦ୍ଧା)

    ଜୟ ଢ଼ୋଲକିଆ (ଭାଜପା) ୩୬,୦୮୮ ଭୋଟ୍ ପ୍ରଥମ

    ସ୍ନେହାଙ୍ଗିନୀ ଛୁରିଆ ୧୦,୭୪୨ ଭୋଟ୍ ଦ୍ୱିତୀୟ

    ଘାସିରାମ ମାଝୀ (କଂଗ୍ରେସ) ୯,୪୭୪ ଭୋଟ୍ ତୃତୀୟ

    ରାଉଣ୍ଡ୍‌ ଅନୁଯାୟୀ ଆଗୁଆ ସ୍ଥିତି
    ପ୍ରଥମ ରାଉଣ୍ଡ୍: ୩,୫୪୭ ଭୋଟ୍‌ରେ ଆଗୁଆ।

    ତୃତୀୟ ରାଉଣ୍ଡ୍: ୧୦,୦୧୩ ଭୋଟ୍‌ରେ ଆଗୁଆ।

    ପଞ୍ଚମ ରାଉଣ୍ଡ୍: ୧୮,୩୯୮ ଭୋଟ୍‌ରେ ଆଗୁଆ।

    ଷଷ୍ଠ ରାଉଣ୍ଡ୍: ୨୧,୯୯୫ ଭୋଟ୍‌ରେ ଆଗୁଆ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    32.2 ° C
    32.2 °
    32.2 °
    15 %
    3.4kmh
    0 %
    Thu
    37 °
    Fri
    38 °
    Sat
    39 °
    Sun
    40 °
    Mon
    38 °

    ସମ୍ବନ୍ଧିତ