Saturday, February 21, 2026
33.5 C
Odisha

    ସାଙ୍ଗର ଠେଙ୍ଗା ମାଡ଼ରେ ସାଙ୍ଗର ମୃତ୍ୟୁ

    ଆଗକୁ ପଢନ୍ତୁ

    ବଲାଙ୍ଗୀର : ସକାଳୁ ସକାଳୁ ହତ୍ୟାକାଣ୍ଡ । ସାଙ୍ଗକୁ ହତ୍ୟା କଲା ସାଙ୍ଗ । ବଲାଙ୍ଗୀର ଜିଲ୍ଲା ପାଟଣାଗଡ଼ରୁ ସାମ୍ନାକୁ ଆସିଛି ଏହି ହତ୍ୟାକାଣ୍ଡ ମାମଲା ।

    ଖବର ଅନୁସାରେ, ସାଙ୍ଗକୁ ଠେଙ୍ଗାରେ ପିଟି ହତ୍ୟାକଲା ସାଙ୍ଗ । ତେବେ ଟଙ୍କା ନେଣଦେଣକୁ ନେଇ ବଚସା ପରେ ସାଙ୍ଗକୁ ହତ୍ୟା ପରି କାଣ୍ଡ ଭିଆଇଥିବା ଜଣାପଡ଼ିଛି । ଖପ୍ରାଖୋଲ ଥାନା ପୁଟୁଳାମହୁଲ ଗାଁରେ ହତ୍ୟାକାଣ୍ଡ ହୋଇଛି । ତେବେ ହତ୍ୟାକାଣ୍ଡ ପରେ ଅଭିଯୁକ୍ତ ଫେରାର ହୋଇଯାଇଥିବା ସୂଚନା ରହିଛି । ତେବେ ଯୁବକ ଜଣକର ପରିଚୟ ବର୍ତ୍ତମାନ ସୁଦ୍ଧା ସ୍ପଷ୍ଟ ହୋଇନଥିବା ବେଳେ ପୋଲିସର ତଦନ୍ତ ଆରମ୍ଭ କରିଛି । ଗାଁରେ ଏହି ହତ୍ୟାକାଣ୍ଡକୁ ନେଇ ଶୋକର ଛାୟା ଖେଳିଯାଇଛି ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    few clouds
    33.5 ° C
    33.5 °
    33.5 °
    15 %
    4.2kmh
    11 %
    Sat
    33 °
    Sun
    35 °
    Mon
    36 °
    Tue
    35 °
    Wed
    34 °

    ସମ୍ବନ୍ଧିତ