Tuesday, July 1, 2025
23.3 C
Odisha

    ସ୍ତ୍ରୀକୁ ପିଟି ପିଟି ହତ୍ୟା କଲା ମଦ୍ୟପ ସ୍ୱାମୀ

    ଆଗକୁ ପଢନ୍ତୁ

    ଦେବଗଡ଼ :  ମଦ ନିଶାରେ ସ୍ତ୍ରୀକୁ ପିଟି ପିଟି ହତ୍ୟା କଲା ମଦ୍ୟପ ସ୍ୱାମୀ ।ଏଭଳି ଏକ ନିର୍ମମ ହତ୍ୟା ଘଟିଛି  କୁଣ୍ଢେଇଗୋଳା ଥାନା ଝାରାଡିହି ଗାଁରେ  । ଘଟଣାସ୍ଥଳରୁ ସ୍ୱାମୀ ଫେରାର୍, ହତ୍ୟାକାଣ୍ଡର ସୂଚନା ପାଇ ସ୍ଥାନୀୟ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ସ୍ୱାମୀର ମଦ ପିଆନେଇ ଉଭୟଙ୍କ ମଧ୍ୟରେ ବଚସା ହେବା ପରେ ନିଶାରେ ଥିବା ସ୍ୱାମୀ ରାଗରେ ସ୍ତ୍ରୀକୁ ମାଡ଼ ମାରିଥିବାବେଳେ ସ୍ତ୍ରୀର ଜୀବନ ଚାଲିଯାଇଥିବା ସନ୍ଦେହ କରୁଛି ପୋଲିସ ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    overcast clouds
    23.3 ° C
    23.3 °
    23.3 °
    94 %
    2.4kmh
    100 %
    Mon
    23 °
    Tue
    25 °
    Wed
    24 °
    Thu
    29 °
    Fri
    26 °

    ସମ୍ବନ୍ଧିତ