Thursday, April 16, 2026
29.1 C
Odisha

    ୧୦ ଫୁଟ ମାଟି ତଳେ ଶିବ ଲିଙ୍ଗ

    ଆଗକୁ ପଢନ୍ତୁ

    ଦେଓଗାଁ  :  ୧୦ଫୁଟ ମାଟି ଭିତରେ ବାହାରିଲେ ମହାଦେବ। ବଲାଙ୍ଗିର ଜିଲ୍ଲା ଦେଓଗାଁ ବ୍ଲକ ଅନ୍ତର୍ଗତ ଲଣ୍ଡା ପଥର ପଞ୍ଚାୟତର ରୁଗୁଡି ପାଲି ଗାଁରେ ଆଜି ଏକ ଅଲୌକିକ ଦୃଶ୍ୟ ଦେଖିବାକୁ ମିଳିଛି। ଗାଁ ର ଜଣେ ବ୍ୟକ୍ତି ବିଲରେ ରହୁଥିବାବେଳେ ତାଙ୍କୁ ରାତିରେ ସ୍ଵପ୍ନାଦେଶ ହୋଇଥିଲା। ପରେ ସେହି ସ୍ଥାନକୁ ଯାଇ ଦେଖିବାରୁ ମାଟି ଭିତରୁ ଏକ କ୍ଷୀର ଧାର ବାହାରିଥିଲା। ତେବେ କ୍ଷୀର ବାହାରୁଥିବା ସ୍ଥାନ ରୁ ମାଟି ଖୋଲିବାରୁ ଏକ ଦୁଇ ଫୁଟ ଉଚ୍ଚର ଶିବ ଲିଙ୍ଗ ବାହାରିଥିଲା। ଏହି ଘଟଣା ଜଣାପଡ଼ିବା ପରେ ଶିବ ଲିଙ୍ଗ ବାହାରିଥିବା ସ୍ଥାନକୁ ଲୋକଙ୍କ ସୁଅ ଛୁଟୁଛି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    29.1 ° C
    29.1 °
    29.1 °
    34 %
    1.1kmh
    0 %
    Thu
    43 °
    Fri
    43 °
    Sat
    44 °
    Sun
    44 °
    Mon
    44 °

    ସମ୍ବନ୍ଧିତ