Sunday, June 21, 2026
27.1 C
Odisha

    ପୁରୀ ସାକ୍ଷୀଗୋପାଳ କଲେଜ ଛକ ନିକଟରେ ବୋମାମାଡ଼ ! ତଦନ୍ତ ଆରମ୍ଭ କରିଛି ପୋଲିସ

    ଆଗକୁ ପଢନ୍ତୁ

    ପିପିଲି: ପୁରୀ ସାକ୍ଷୀଗୋପାଳ କଲେଜ ଛକ ନିକଟରେ ବୋମାମାଡ଼ ! ୨ରୁ ଅଧିକ ବୋମାମାଡ଼ ହୋଇଥିବା ସୂଚନା । ବୋମାମାଡ଼ ରେ ଏକ କାରର କାଚ ଭାଙ୍ଗିଯାଇଛି । ବୋମାମାଡ ପରେ ଘଟଣାସ୍ଥଳରେ ଉତ୍ତେଜନା ଦେଖାଦେଇଛି । ସାକ୍ଷୀଗୋପାଳ ଥାନା ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ଘଟଣାସ୍ଥଳରେ ପୋଲିସ ଫୋର୍ସ ମୁତୟନ ହୋଇଛନ୍ତି । ତେବେ ବୋମାମାଡ଼ର କାରଣ ଅସ୍ପଷ୍ଟ ରହିଛି ।

    ଗତଦୁଇ ମାସ ତଳେ, ବ୍ରହ୍ମପୁର ବଡ଼ ବଜାର ଥାନା ଶ୍ରୀରାମନଗର ଶାନ୍ତି ମାର୍ଗ ଦ୍ୱିତୀୟ ଗଳିରେ ଗତକାଲି ରାତିରେ ଏହି ଅଘଟଣ ଘଟିଥିଲା । ଜଣେ ଆଇନଜୀବୀଙ୍କୁ ଟାର୍ଗେଟ କରି ବୋମା ମାଡ଼ ସହ ପଥର ଫୋପାଡ଼ି ଖଣ୍ଡାରେ ଆକ୍ରମଣ ଉଦ୍ୟମ ଅଭିଯୋଗ ହୋଇଥିଲା । ଆଇନଜୀବୀ ମହେଶ ତ୍ରିପାଠୀ ନିଜ ଘର ପାଖରେ ଠିଆ ହୋଇଥିବା ବେଳେ କିଛି ଦୁବୃର୍ତ୍ତ ତାଙ୍କୁ ଗାଳିଗୁଲଜ କରିବା ସହ ତାଙ୍କ ଘର ନିକଟରେ ଦୁଇଟି ବୋମା ମାଡ଼ କରିଥିବା ଅଭିଯୋଗ ହୋଇଥିଲା । ଏହା ସହ ପଥର ଫୋପାଡିବା ସହ ଖଣ୍ଡାରେ ଆକ୍ରମଣ ଉଦ୍ୟମ କରୁଥିବା ବେଳେ ପରିବାର ଲୋକେ ପ୍ରତିବାଦ କରିଥିଲେ ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    overcast clouds
    27.1 ° C
    27.1 °
    27.1 °
    74 %
    1.8kmh
    92 %
    Sat
    28 °
    Sun
    33 °
    Mon
    38 °
    Tue
    38 °
    Wed
    37 °

    ସମ୍ବନ୍ଧିତ