Sunday, March 29, 2026
25.1 C
Odisha

    ୪୬୦ ସ୍କୁଲ ବସ୍‌ର ନାହିଁ ଫିଟ୍‌ନେସ୍‌: ପରିବହନ ମନ୍ତ୍ରୀ

    ଆଗକୁ ପଢନ୍ତୁ

    ଭୁବନେଶ୍ଵର : ରାଜଧାନୀ ଭୁବନେଶ୍ଵରରେ ବିପଦ ସଂକୁଳ ଅବସ୍ଥାରେ ଗଡୁଛି ସ୍କୁଲ ବସ୍। ସ୍କୁଲ ବସ୍‌ ଗୁଡିକ ବିନା ଫିଟନେସ୍ ଛାତ୍ରଛାତ୍ରୀ ମାନଙ୍କୁ ନେବା ଆଣିବା କରୁଛି। ସର୍ବମୋଟ୍ ଭୁବନେଶ୍ଵରରେ ୧୪୮୪ଟି ସ୍କୁଲ ବସ୍ ପଞ୍ଜୀକୃତ ହୋଇଛି। ସେଥିମଧ୍ୟରୁ ୪୬୦ଟି ସ୍କୁଲ ବସ୍ ର ଫିଟନେସ୍ ନାହିଁ। ଏ ନେଇ ପରିବହନ ମନ୍ତ୍ରୀ ବିଭୂତି ଜେନା ବିଧାନସଭାରେ ଲିଖିତ ଉତ୍ତର ରଖିଛନ୍ତି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    25.1 ° C
    25.1 °
    25.1 °
    42 %
    0.9kmh
    2 %
    Sun
    39 °
    Mon
    41 °
    Tue
    38 °
    Wed
    40 °
    Thu
    41 °

    ସମ୍ବନ୍ଧିତ