Sunday, July 6, 2025
23.9 C
Odisha

    ୱାର୍ଡରେ ନର୍ସଙ୍କ ଦେଖା ମିଳିଲାନି, ମା’ କୋଳରେ ଆଖି ବୁଜିଦେଲା ଶିଶୁ

    ଆଗକୁ ପଢନ୍ତୁ

    ବାରିପଦା: ରାତି ଅଧରେ ମେଡିକାଲରେ ବି ମିଳିଲାନି ଚିକିତ୍ସା ସୁବିଧା। ଡାକ୍ତର ଦେଖି ୱାର୍ଡକୁ ପଠାଇ ଦେଇଥିବା ବେଳେ ସେଠାରେ କିନ୍ତୁ ନର୍ସଙ୍କ ଦେଖା ନ ଥିଲା। ବାପାମା’ କଅଁଳ ଶିଶୁକୁ ଧରି ଗୋଟିଏ ଜାଗାରୁ ଆଉ ଏକ ଜାଗାକୁ ଧାଇଁଥିଲେ ବି ନର୍ସଙ୍କୁ ପାଇ ନ ଥିଲେ। ଏହା ମଧ୍ୟରେ ଚିକିତ୍ସା ନ ପାଇ ମା’ କୋଳରେ ଆଖି ବୁଜିଦେଲା ୫ ମାସର ଶିଶୁକନ୍ୟା। ସେମାନଙ୍କ ଘର କପ୍ତିପଦା ଥାନା ଦେୱାନବାହାଳୀ ଗ୍ରାମରେ ବୋଲି ଜଣାଯାଇଛି। ଏପରି ଏକ ଅଭାବନୀୟ ଘଟଣା ମୟୂରଭଞ୍ଜ ଜିଲ୍ଲା ଉଦଳା ମେଡିକାଲ ପରିସରରେ ଘଟିଛି। ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    heavy intensity rain
    23.9 ° C
    23.9 °
    23.9 °
    95 %
    2.2kmh
    100 %
    Sat
    24 °
    Sun
    25 °
    Mon
    28 °
    Tue
    24 °
    Wed
    24 °

    ସମ୍ବନ୍ଧିତ