Friday, October 23, 2026
21.5 C
Odisha

    ଅଖିମୁଠି ଅନୁକୂଳ କଲେ ମୁଖ୍ୟମନ୍ତ୍ରୀ, କଟକରେ ପାଳନ ହେବ ରାଜ୍ୟସ୍ତରୀୟ କୃଷକ ଦିବସ

    ଆଗକୁ ପଢନ୍ତୁ

     

    ତେବେ ଚାଷୀ ଓ ଚାଷ ପାଇଁ ଆଜିର ଦିନର ଗୁରୁତ୍ୱ ଅନେକ। ମାଟି ମାଆ ଓ ମା ଲକ୍ଷ୍ମୀଙ୍କ ଆରାଧନା ସହ ଚାଷ ପାଇଁ ଆଜି ହୁଏ ଅଖି ମୁଠି ଅନୁକୂଳ। ବୈଶାଖ ମାସ ତୃତୀୟା ଅବସରରେ ଚାଷୀ ପରିବାର ଲୋକେ ସକାଳୁ ଘର୍ କୁ ଚିତା ଓ ଝୋଟି ପକାଇ ସଜାଇ ଦିଅନ୍ତି । ଚାଷୀ ପୁଅ ଗାଧୋଇ ନୂଆ ଲୁଗା ପିନ୍ଧି ପୂଜାର୍ଚ୍ଚନା କରେ । ପରେ ଏକ ବେତରେ ତିଆରି ଟୋକେଇରେ ବିହନକୁ ପୂଜା କରି ଲଙ୍ଗଳ ନେଇ ବିଲକୁ ଯାଆନ୍ତି। ସେଠାରେ ମାଙ୍କୁ ଆରାଧନା କରି ହଳ କରିବା ପରେ ବିହନ ବୁଣି ଚାଷ ପାଇଁ ଅନୁକୂଳ କରିଥାନ୍ତି ।

     

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    scattered clouds
    21.5 ° C
    21.5 °
    21.5 °
    71 %
    1.5kmh
    46 %
    Fri
    21 °
    Sat
    29 °
    Sun
    28 °
    Mon
    28 °
    Tue
    29 °

    ସମ୍ବନ୍ଧିତ