Friday, October 16, 2026
26.1 C
Odisha

    ଅଗଷ୍ଟ ୨୯ ତାରିଖକୁ ଓଡିଶା ସରକାର ଘୋଷଣା କଲେ ଛୁଟି, ଜାଣନ୍ତୁ କାହିଁକି

    ଆଗକୁ ପଢନ୍ତୁ

    ଆସନ୍ତା ଅଗଷ୍ଟ ୨୯ ତାରିଖକୁ ରାଜ୍ୟ ସରକାର ଛୁଟି ଘୋଷଣା କରିଛନ୍ତି। ଏ ନେଇ ରାଜସ୍ବ ଓ ବିପର‌୍ୟ୍ୟୟ ପରିଚାଳନା ବିଭାଗ ତରଫରୁ ଏକ ବିଜ୍ଞପ୍ତି ପ୍ରକାଶ ପାଇଛି। ଏଥିରେ କୁହାଯାଇଛି ଯେ, ରାଜ୍ୟ ସରକାର ଆସନ୍ତା ୨୯ ତାରିଖକୁ ଛୁଟି ଘୋଷଣା କରିଛନ୍ତି।ଆସନ୍ତା ୨୯ ତାରିଖ ହେଉଛି ଓଡିଶାର ଗଣପର୍ବ ନୂଆଖାଇ। ସେହିଦିନ ପଶ୍ଚିମ ଓଡିଶାରେ ଏହି ପର୍ବ ବେଶ ଧୂମଧାମରେ ପାଳନ କରାଯିବ।ସେଦିନ ଫସଲର ନୂଆ ଅମଳ ଚାଉଳରେ ଖିରି କରି ଭୋଗ ଲାଗି କରାଯିବ। ତାହା ପରିବାରର ସମସ୍ତେ ମିଶି ଏକାଠି ଖାଇବେ। ସେଥିପାଇଁ ରାଜ୍ୟ ସରକାର ଏହି ଦିନକୁ ସରକାରୀ ଛୁଟି ଦିବସ ବୋଲି ଘୋଷଣା କରିଛନ୍ତି।

    ଆସନ୍ତା ୨୯ ତାରିଖ ହେଉଛି ଓଡିଶାର ଗଣପର୍ବ ନୂଆଖାଇ। ସେହିଦିନ ପଶ୍ଚିମ ଓଡିଶାରେ ଏହି ପର୍ବ ବେଶ ଧୂମଧାମରେ ପାଳନ କରାଯିବ। ସେଦିନ ଫସଲର ନୂଆ ଅମଳ ଚାଉଳରେ ଖିରି କରି ଭୋଗ ଲାଗି କରାଯିବ। ତାହା ପରିବାରର ସମସ୍ତେ ମିଶି ଏକାଠି ଖାଇବେ। ସେଥିପାଇଁ ରାଜ୍ୟ ସରକାର ଏହି ଦିନକୁ ସରକାରୀ ଛୁଟି ଦିବସ ବୋଲି ଘୋଷଣା କରିଛନ୍ତି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    moderate rain
    26.1 ° C
    26.1 °
    26.1 °
    88 %
    1.4kmh
    77 %
    Fri
    24 °
    Sat
    30 °
    Sun
    30 °
    Mon
    30 °
    Tue
    30 °

    ସମ୍ବନ୍ଧିତ