Thursday, September 17, 2026
30.6 C
Odisha

    ଅଙ୍ଗନବାଡ଼ିରେ ପଶିଲା ଦନ୍ତା, ଗ୍ରୀଲ ଭାଙ୍ଗି ଖାଇଗଲା ପିଲାଙ୍କ ଛତୁଆ

    ଆଗକୁ ପଢନ୍ତୁ

     

    ସେହିପରି ଗତକାଲି କେଉଁଝରରେ ବିଳମ୍ୱିତ ରାତିରେ ଘରେ ଶୋଇଥିବା ବେଳେ ଘର ଭାଙ୍ଗିଲା ହାତୀ । ଘର କାନ୍ଥ ପଡ଼ି ମାଆ, ଝିଅ ଓ ନାତି ଗୁରୁତର ହୋଇଛନ୍ତି । ତାଙ୍କୁ ଚିକିତ୍ସା ପାଇଁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି । କେନ୍ଦୁଝର ସଦର ବ୍ଲକ ମହାଦେଈଯୋଡା ପଞ୍ଚାୟତ ଡାଳିମାପୁର ଗାଁରେ ଘଟଣା ଘଟିଥିଲା ।

     

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    moderate rain
    30.6 ° C
    30.6 °
    30.6 °
    69 %
    1.4kmh
    36 %
    Thu
    31 °
    Fri
    32 °
    Sat
    30 °
    Sun
    30 °
    Mon
    31 °

    ସମ୍ବନ୍ଧିତ