Friday, April 3, 2026
27 C
Odisha

    ଅଧ୍ୟାପିକାଙ୍କ ସନ୍ଦେହଜନକ ମୃତ୍ୟୁ, ଭଡ଼ାଘରୁ ମୃତଦେହ ଉଦ୍ଧାର

    ଆଗକୁ ପଢନ୍ତୁ

    ବେଗୁନିଆ : ଅଧ୍ୟାପିକାଙ୍କ ସନ୍ଦେହଜନକ ମୃତ୍ୟୁ । ଭଡ଼ାଘରୁ ଝୁଲନ୍ତା ଅବସ୍ଥାରେ ଅଧ୍ଯାପିକାଙ୍କ ମୃତଦେହ ଉଦ୍ଧାର । ମୃତକ ଖୋର୍ଦ୍ଧା ଜିଲ୍ଲା ବୋଲଗଡ଼ ପରମାନନ୍ଦ ମହାବିଦ୍ୟାଳୟର ଓଡ଼ିଆ ବିଭାଗର ଅଧ୍ଯାପିକା ବର୍ଷାରାଣୀ ଗଜେନ୍ଦ୍ର । ବୋଲଗଡର ଏକ ଭଡାଘରେ ଏକୁଟିଆ ରହୁଥିଲେ ଅଧ୍ୟାପିକା ବର୍ଷାରାଣୀ । ତାଙ୍କ ଘର ନିକଟସ୍ଥ ହାଟବସ୍ଥ ଗାଁର । ବର୍ଷାରାଣୀ ଆଜି ସକାଳୁ ପରିବାର ଲୋକଙ୍କ ଫୋନ ନଉଠାଇବାରୁ ପରିବାର ଲୋକ ବୋଲଗଡ ଆସି ବର୍ଷାରାଣୀ ରହୁଥିବା ଘରେ ପହଞ୍ଚିଥିଲେ । ସେଠାରେ ଝିଅର ମୃତଦେହ ଦେଖି ପୋଲିସକୁ ଖବର ଦେଇଥିଲେ । ବୋଲଗଡ ପୋଲିସ ମୃତଦେହ ଜବତ ସହ ମୃତ୍ୟୁର କାରଣ ନେଇ ତଦନ୍ତ ଚଳାଇଛନ୍ତି ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    27 ° C
    27 °
    27 °
    42 %
    1.2kmh
    0 %
    Fri
    40 °
    Sat
    39 °
    Sun
    38 °
    Mon
    38 °
    Tue
    39 °

    ସମ୍ବନ୍ଧିତ