Sunday, July 12, 2026
27.7 C
Odisha

    ଟାଙ୍ଗୀକୁ ଏନ.ଏ. ସି. ଘୋଷଣା ପରେ ରାଜ୍ୟ ସରକାରଙ୍କୁ କୃତଜ୍ଞତା ଜଣାଇଲେ ଅଞ୍ଚଳବାସୀ

    ଆଗକୁ ପଢନ୍ତୁ

    ଖୋର୍ଦ୍ଧା   :   ରାଜ୍ୟ ସରକାର ଖୋର୍ଦ୍ଧା ଜିଲ୍ଲାର ଟାଙ୍ଗୀକୁ ଏନ. ଏ. ସି. ମାନ୍ୟତା ପ୍ରଦାନ କରିଥିବା ହେତୁ ଟାଙ୍ଗୀରେ ଖେଳିଯାଇଛି ଖୁସିର ଲହରୀ । ପ୍ରାୟ ୧୦ବର୍ଷରୁ ଅଧିକ ସମୟ ଅପେକ୍ଷା କରିବା ପରେ ଟାଙ୍ଗୀର ଏନ.ଏ.ସି ଦାବିକୁ ସରକାର ପୂରଣ କରିଛନ୍ତି । ଏନେଇ ଟାଙ୍ଗୀବାସୀ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ଗଭୀର କୃତଜ୍ଞତା ଜଣାଇବା ସହ ନଗର ଉନ୍ନୟନ ମନ୍ତ୍ରୀ ଡ. କୃଷ୍ଣ ଚନ୍ଦ୍ର ମହାପାତ୍ର, ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀ ଓ ଖୋର୍ଦ୍ଧା ବିଧାୟକ ପ୍ରଶାନ୍ତ କୁମାର ଜଗଦେବ ପ୍ରମୁଖଙ୍କୁ ଧନ୍ୟବାଦ ଦେଇଛନ୍ତି । ଏହା ସହିତ କେକ କାଟି ମିଠା ବାଣ୍ଟି ସ୍ଥାନୀୟ ଜନସାଧାରଣ ଖୁସି ମନାଇଥିବା ଦେଖିବାକୁ ମିଳିଥିଲା ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    broken clouds
    27.7 ° C
    27.7 °
    27.7 °
    69 %
    1.8kmh
    82 %
    Sun
    28 °
    Mon
    34 °
    Tue
    27 °
    Wed
    31 °
    Thu
    34 °

    ସମ୍ବନ୍ଧିତ