Monday, September 28, 2026
30.3 C
Odisha

    ଅଭିନେତା ସାତ୍ୟକୀ ମିଶ୍ରଙ୍କୁ ହତ୍ୟା ଧମକ, ଡିସିପିଙ୍କ ଅଫିସରେ କଲେ ଅଭିଯୋଗ

    ଆଗକୁ ପଢନ୍ତୁ

    କଟକ : ଅଭିନେତା ସାତ୍ୟକୀ ମିଶ୍ରଙ୍କୁ ହତ୍ୟା ଧମକ । କଟକ ଡିସିପିଙ୍କ ଅଫିସରେ ଅଭିଯୋଗ କରିଛନ୍ତି ସାତ୍ୟକୀ ମିଶ୍ର। ପାରିବାରିକ ଗଣ୍ଡଗୋଳକୁ ନେଇ ହତ୍ୟା ଧମକ ଦିଆଯାଇଥିବା ଅଭିଯୋଗ କରିଛନ୍ତି। ସାତ୍ୟକୀଙ୍କ ପତ୍ନୀଙ୍କୁ ମଧ୍ୟ ଅଶାଳୀନ ବ୍ୟବହାର ଅଭିଯୋଗ ହୋଇଛି । କମିଶନରେଟ ପୋଲିସ ଘଟଣାର ତଦନ୍ତ କରୁଛି। ଅନ୍ୟପଟେ ସତ୍ୟକୀଙ୍କ ଅଭିଯୋଗ ପରେ ତାଙ୍କ ସଂପର୍କୀୟ ଭାଇ କହିଛନ୍ତି କଟକ ଷ୍ଟୁଡେଣ୍ଟ ଷ୍ଟୋରର ସେୟାର ଓ ଲାଭାଂଶ ହଡପ ନେଇ ଅନ୍ୟ ଅଂଶୀଦାରମାନେ ପ୍ରଶ୍ନ କରିବାରୁ ବିବାଦ ଉପୁଜୁଛି ।  ଦୀର୍ଘ ଦିନ ହେବ ସାତ୍ତ୍ବିକଙ୍କ ବାପା କଟକ ଷ୍ଟୁଡେଣ୍ଟ ଷ୍ଟୋର ବୁଝୁଥିଲେ। ସେ ବହୁ ଅର୍ଥ ହଡପ କରିଛନ୍ତି। ତେଣୁ ଏହାକୁ ଭିନ୍ନ ରୂପ ଦେବାକୁ ଏପରି ମନଗଢା ଅଭିଯୋଗ କରିଛନ୍ତି ଏବଂ ଟିଆରପି ପାଇଁ ଏଭଳି କରୁଛନ୍ତି ବୋଲି କହିଛନ୍ତି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    30.3 ° C
    30.3 °
    30.3 °
    63 %
    3.4kmh
    8 %
    Mon
    30 °
    Tue
    30 °
    Wed
    30 °
    Thu
    30 °
    Fri
    30 °

    ସମ୍ବନ୍ଧିତ