Friday, January 23, 2026
18.3 C
Odisha

    ଅଶ୍ଳୀଳ କଣ୍ଟେଣ୍ଟ ପାଇଁ ‘ଏକ୍ସ’କୁ ନୋଟିସ କାଲେ କେନ୍ଦ୍ର ସରକାର

    ଆଗକୁ ପଢନ୍ତୁ

    ନୂଆଦିଲ୍ଲୀ  :  ଅଶ୍ଳୀଳ କଣ୍ଟେଣ୍ଟ ପରିବେଷଣ ଅଭିଯୋଗରେ ‘ଏକ୍ସ’ କୁ ନୋଟିସ । ନିୟମ ଉଲଂଘନ ପାଇଁ ନୋଟିସ କରିଛନ୍ତି କେନ୍ଦ୍ର ସରକାର ।

    ଅଭିଯୋଗ ଅନୁସାରେ ଏକ୍ସ ଦ୍ବାରା ପରିଚାଳିତ ଏଆଇ ଆପ୍ ଗ୍ରକ ଅଶ୍ଳୀଳ ଭିଡିଓ ତିଆରି କରୁଛି । ଭିଡିଓ ତିଆରି କରିବ ସହ ଭିଡିଓ ମଧ୍ୟ ପ୍ରସାରଣ କରୁଥିବା ଅଭିଯୋଗ ହୋଇଛି । ଆଇଟି ଆକ୍ଟ ୨୦୦୦ ଓ ୨୦୦୧ କୁ ଖୋଲାଖୋଲି ଉଲଂଘନ କରିଥିବା ଅଭିଯୋଗରେ ଏକ୍ସ କୁ କେନ୍ଦ୍ର ସରକାରଙ୍କ ଇଲେକ୍ଟ୍ରୋନିକ୍ସ ଏବଂ ସୂଚନା ପ୍ରଯୁକ୍ତିବିଦ୍ୟା ମନ୍ତ୍ରଣାଳୟ ନୋଟିସ ଜାରି କରିଛି । ନୋଟିସର ୭୨ଘଣ୍ଟା ମଧ୍ୟରେ ଏକ୍ସକୁ ଉତ୍ତର ରଖିବାକୁ କେନ୍ଦ୍ର ସରକାର ନିର୍ଦ୍ଦେଶ ଦେଇଛନ୍ତି ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    18.3 ° C
    18.3 °
    18.3 °
    54 %
    2.1kmh
    0 %
    Fri
    18 °
    Sat
    30 °
    Sun
    31 °
    Mon
    32 °
    Tue
    32 °

    ସମ୍ବନ୍ଧିତ