Saturday, October 10, 2026
21.6 C
Odisha

    ଆଇଏଏସ୍‌ ସ୍ତରରେ ଅଦଳବଦଳ

    ଆଗକୁ ପଢନ୍ତୁ

    ଭୁବନେଶ୍ୱର: ଆଇଏଏସ୍‌ ସ୍ତରରେ ଅଦଳବଦଳ କରିଛନ୍ତି ରାଜ୍ୟ ସରକାର। ଏନେଇ ଶନିବାର ସାଧାରଣ ପ୍ରଶାସନ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି। ଶକ୍ତି ଓ ଯୋଗାଣ ବିଭାଗ ସହ ବଦଳିଛନ୍ତି ଅବକାରୀ ବିଭାଗର ସଚିବ। ଆଜି ସାଧାରଣ ପ୍ରଶାସନ ପକ୍ଷରୁ ପାଇଥିବା ବିଜ୍ଞପ୍ତି ଅନୁସାରେ SRC ଓ ରାଜସ୍ବ ବିଭାଗର ଦାୟିତ୍ବ ତୁଲାଉଥିବା ଦେଓରଂଜନ ସିଂହଙ୍କୁ ବନ ଉନ୍ନୟନ ନିଗମର ଅଧ୍ୟକ୍ଷ ଭାବେ ଅତିରିକ୍ତ ଦାୟିତ୍ବ ଦିଆଯାଇଛି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    21.6 ° C
    21.6 °
    21.6 °
    83 %
    1kmh
    0 %
    Sat
    30 °
    Sun
    30 °
    Mon
    30 °
    Tue
    30 °
    Wed
    30 °

    ସମ୍ବନ୍ଧିତ