Friday, April 3, 2026
39.1 C
Odisha

    ଆଇବ୍ରୋ ଥ୍ରେଡିଙ୍ଗ୍ ପରେ ହେଉଛି କି ବ୍ରଣ ! ତେବେ ଆପଣାନ୍ତୁ ଏହି ଉପାୟ

    ଆଗକୁ ପଢନ୍ତୁ

    ଝିଅମାନେ ନିଜର ଫ୍ୟାସନକୁ ନେଇ ବହୁତ ଯତ୍ନଶୀଳ। ଝିଅମାନେ ନିଜ ଆଇବ୍ରୋକୁ ଆକାରରେ ରଖିବା ପାଇଁ ଥ୍ରେଡିଙ୍ଗ୍ କରନ୍ତି। ଥ୍ରେଡିଙ୍ଗ୍ କରିବା ଦ୍ବାରା ଆଇବ୍ରୋ ସୁନ୍ଦର ଦେଖାଯାଇଥାଏ। କିଛି ଝିଅ ମାନଙ୍କୁ ଥ୍ରେଡିଙ୍ଗ କରିବା ପରେ ପିମ୍ପଲ୍ସର ସମସ୍ୟା ହୋଇଥାଏ ଯାହାକି ବହୁତ ଖରାପ ଦେଖା ଯାଇଥାଏ। ଆଜି ଆମେ ଆପଣଙ୍କୁ ଏମିତି କିଛି ଉପାୟ ଜଣାଇବାକୁ ଯାଉଛୁଯେ ଯାହାକୁ ବ୍ୟବହାର କରିବା ଦ୍ବାରା ଆପଣଙ୍କୁ ଥ୍ରେଡିଙ୍ଗ୍ କରିବା ପରେ ପିମ୍ପଲ୍ସର ସମସ୍ୟା ହୋଇନଥାଏ।

    ଆପଣ ଥ୍ରେଡିଙ୍ଗ୍ କରୁଛନ୍ତି ସମୟରେ ଆଇବ୍ରୋଜକୁ ଭଲଭାବେ ଧରନ୍ତୁ।

    ହାଲ୍କା ତ୍ବଚାରେ ପିମ୍ପଲ୍ସ କଟିଯିବାର ଭୟ ରହିଥାଏ। ଏମିତି ହେବା ଦ୍ବାରା ଆପଣଙ୍କୁ ବ୍ୟାକ୍ଟେରିଆଲ ଇନଫେକସନ ମଧ୍ୟ ହୋଇପାରେ।

    ଥ୍ରେଡିଙ୍ଗ୍ କରିବା ପୁର୍ବରୁ ସବୁବେଳେ ନିଜର ଆଇବ୍ରୋଜ୍ ଉପରେ ବେବି ପାଉଡର ଲଗାନ୍ତୁ। ବେବି ପାଉଡର ତ୍ବଚାରେ ଥବା ତେଲକୁ ଶୋଷି ନେଇଥାଏ ଯାହା ଦ୍ବାରା ଆଇବ୍ରୋଜ ହେବା ସମୟରେ କଷ୍ଟ ହୋଇନଥାଏ। ଯାହାଦ୍ବାରା ପିମ୍ପଲ୍ସ ହେବାର ଭୟ କମିଯାଏ।

    ଥ୍ରେଡିଙ୍ଗ୍ କରିବା ପରେ ସବୁବେଳେ ଆଇବ୍ରୋଜ୍ ଉପରେ ମଶ୍ଚରାଇଜର ଲଗେଇବାକୁ ଭୁଲନ୍ତୁ ନାହିଁ। ମଶ୍ଚରାଇଜର ଲଗେଇବା ଦ୍ବାରା ତ୍ବଚାର ଜଳାପୋଡା କମିଯାଏ। ସର୍ବଦା ନେଚୁରାଲ ମଶ୍ଚରାଇଜରର ବ୍ୟବହାର କରନ୍ତୁ।

    ଆପଣ ଥ୍ରେଡିଙ୍ଗ୍ ପରେ ଆଇବ୍ରୋଜରେ ଏଲୋବେରା ଜେଲ ମଧ୍ୟ ଲଗାନ୍ତୁ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    scattered clouds
    39.1 ° C
    39.1 °
    39.1 °
    16 %
    4.5kmh
    41 %
    Fri
    38 °
    Sat
    39 °
    Sun
    37 °
    Mon
    39 °
    Tue
    38 °

    ସମ୍ବନ୍ଧିତ