Friday, April 3, 2026
36.1 C
Odisha

    ଆଉ ଯାତ୍ରା ମଞ୍ଚରେ ଦେଖା ଯିବେନି ଅଭିନେତ୍ରୀ ନମିତା

    ଆଗକୁ ପଢନ୍ତୁ

    ଭୁବନେଶ୍ୱର   :   କିଛି ଦିନ ହେବ ଯାତ୍ରା ଜଗତରେ କଳାକାରଙ୍କ ମଧ୍ୟରେ ଅନେକ ବିବାଦ ଦେଖାଯାଇଛି । ଏବେ ଆଉ ଏକ ଖବର ଆଜି ସାମ୍ନାକୁ ଆସିଛି । ଆଉ ମଞ୍ଚରେ ଦେଖା ଯିବେନି ନମିତା ଭୁୟାଁ । ଓଡିଶା ଯାତ୍ରା ଜଗତର ଜଣାଶୁଣା ଅଭିନେତ୍ରୀ ନମିତା ଭୁୟାଁ ଯାତ୍ରା ଛାଡିବା ନେଇ ଚର୍ଚ୍ଚା ହେଉଛିା ସେ ବର୍ତ୍ତମାନ ଅପେରା ସ୍ଵପ୍ନ ମହଲରେ ଥିବାବେଳେ ଆସନ୍ତା ଯାତ୍ରା ସିଜିନ୍ ପାଇଁ ସ୍ଵପ୍ନ ମହଲ ପାଇଁ ଚୁକ୍ତି ବଦ୍ଧ ହୋଇଥିଲୋ ତେବେ ପରବର୍ତ୍ତୀ ସମୟରେ ସେ ଆଡଭାନ୍ସ ଟଙ୍କା ଫେରାଇ ଦେଇଥିବା ସୂଚନା ମିଳିଛି। ସୂଚନା ଥାଉକି ଆସନ୍ତା ଯାତ୍ରା ଋତୁ ପାଇଁ ନମିତାଙ୍କୁ ସମ୍ପାଦକ ଭାବେ ଓଡ଼ିଶା ଯାତ୍ରା କଳାକାର ସଂଘ ମନୋନୀତ କରିଥିଲା। କେଉଁ କାରଣ ପାଇଁ ସେ ଯାତ୍ରା ଛାଡୁଛନ୍ତି ତାହା ସ୍ପଷ୍ଟ ହୋଇନି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    36.1 ° C
    36.1 °
    36.1 °
    21 %
    2.5kmh
    0 %
    Fri
    40 °
    Sat
    39 °
    Sun
    38 °
    Mon
    38 °
    Tue
    39 °

    ସମ୍ବନ୍ଧିତ