Monday, March 30, 2026
40.5 C
Odisha

    ଆଉ ୪୩ ଆସନ ପାଇଁ ପ୍ରାର୍ଥୀ ଘୋଷଣା କଲା କଂଗ୍ରେସ

    ଆଗକୁ ପଢନ୍ତୁ

    ନୂଆଦିଲ୍ଲୀ: ଲୋକସଭା ନିର୍ବାଚନ ୨୦୨୪ ପାଇଁ କଂଗ୍ରେସ ଦଳ ଦ୍ୱିତୀୟ ତାଲିକା ଜାରି କରିଛି। ଏହି ତାଲିକାରେ ଆସାମ, ମଧ୍ୟପ୍ରଦେଶ ଓ ରାଜସ୍ଥାନର ପ୍ରାର୍ଥୀଙ୍କୁ ମିଶାଇ ମୋଟ ୪୩ ଜଣ ପ୍ରାର୍ଥୀଙ୍କ ନାମ ଘୋଷଣା କରାଯାଇଛି। ମଧ୍ୟପ୍ରଦେଶର ଛିନ୍ଦୱାଡା ଆସନର ବର୍ତ୍ତମାନର ସାଂସଦ ନକୁଲ ନାଥଙ୍କୁ ମଧ୍ୟ କଂଗ୍ରେସ ପୁଣି ଥରେ ଟିକେଟ ଦେଇଛି । ଗତକାଲି ନୂଆଦିଲ୍ଲୀରେ ଦଳର ସଭାପତି ମଲ୍ଲିକାର୍ଜୁନ ଖଡଗେଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କଂଗ୍ରେସ ନିର୍ବାଚନ କମିଟି ବୈଠକରେ ପ୍ରାର୍ଥୀଙ୍କ ନାମ ଉପରେ ସହମତି ହୋଇଥିଲା। ଏହି ୪୩ ଜଣ ପ୍ରାର୍ଥୀଙ୍କ ମଧ୍ୟରୁ ୧୩ ଜଣ ଓବିସି ବର୍ଗର। ସେହିପରି ଅନୁସୂଚୀତ ଜାତି ବର୍ଗରୁ ୧୦ ଜଣ ଓ ଅନୁସୂଚୀତ ଉପଜାତି ବର୍ଗରୁ ୯ ଜଣ ପ୍ରାର୍ଥୀ ରହିଛନ୍ତି । ଆଜି ପ୍ରକାଶିତ ଦ୍ବିତୀୟ ତାଲିକାରେ ୪୩ ଜଣ ପ୍ରାର୍ଥୀଙ୍କ ମଧ୍ୟରୁ ୧୦ ଜଣ ରାଜସ୍ଥାନର ଅଛନ୍ତି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    40.5 ° C
    40.5 °
    40.5 °
    13 %
    3.6kmh
    4 %
    Mon
    40 °
    Tue
    39 °
    Wed
    39 °
    Thu
    41 °
    Fri
    40 °

    ସମ୍ବନ୍ଧିତ